ଜୁନାଗଡ଼, କଳାହାଣ୍ଡି


ଜୁନାଗଡ଼ , କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ସହର ଏବଂ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ। ଜୁନାଗଡର ବିଧାୟକ ହେଉଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏହା ପୂର୍ବେ କଳାହାଣ୍ଡି ରାଜ୍ୟର ରାଜଧାନୀ ଥିଲା |  କଳାହାଣ୍ଡି ଜିଲ୍ଲାର ସଦର ମହକୁମା  ଭବାନୀପାଟନା ଠାରୁ ଏହା 26 କିଲୋମିଟର ଦୂରରେ ଅବସ୍ଥିତ। ଜାତୀୟ ରାଜପଥ ୨୬ ଜୁନାଗଡ଼ ଦେଇ ଗତି କରୁଛି।

ଜୁନାଗଡ଼
—  ସହର  —
ଜୁନାଗଡ଼
ଜୁନାଗଡ଼ର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°51′42.35″N 82°56′26.32″E / 19.8617639°N 82.9406444°E / 19.8617639; 82.9406444Coordinates: 19°51′42.35″N 82°56′26.32″E / 19.8617639°N 82.9406444°E / 19.8617639; 82.9406444
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ କଳାହାଣ୍ଡି
ଲୋକସଂଖ୍ୟା

ଘନତା

୧୫,୭୫୯ (2001)

୭୮୮/କି.ମି. (୨,୦୪୧/sq mi)

ପୁରୁଷ-ନାରୀ ଅନୁପାତ 51:49 /
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା

୨୦ square କିଲୋମିଟର (୭.୭ sq mi)

୨୪୮ metres (୮୧୪ ft)

ଅବସ୍ତିତିସମ୍ପାଦନ କରନ୍ତୁ

ଇତିହାସସମ୍ପାଦନ କରନ୍ତୁ

Lankeswari temple,Radhakrishana temple,harihara temple,mankada muha temple,om sankar temple,manikeswari temple Om Sai temple etc.....

  1. http://www.phonedir.in/junagarh-orissa-std-code-6672-phone-numbers.html
  2. http://pincode.net.in/ORISSA/KALAHANDI/J/JUNAGARH