ବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବାଲିଗୁଡ଼ା (କ୍ରମିକ ସଂଖ୍ୟା: ୮୨) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିଗୁଡ଼ା ବ୍ଳକ, କ. ନୂଆଗାଁ ବ୍ଳକ ଓ କୋଟଗଡ଼ ବ୍ଳକ ଓ ତୁମୁଡ଼ିବନ୍ଧ ବ୍ଳକ ।[୨][୩]

ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୩୭,୪୧୬
ଜିଲ୍ଲା: କନ୍ଧମାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କନ୍ଧମାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରାଜୀବ ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କ୍ଲେଶ ପ୍ରଧାନଙ୍କଠାରୁ ୨୬୯୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କରେନ୍ଦ୍ର ମାଝି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସଦାନନ୍ଦ ମଲ୍ଲିକଙ୍କଠାରୁ ୩,୨୩୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ବାଲିଗୁଡ଼ା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା କରେନ୍ଦ୍ର ମାଝି ୨୬,୧୮୦ ୩୩.୧୧ -
କଂଗ୍ରେସ ସଦାନନ୍ଦ ମଲ୍ଲିକ ୨୨,୯୪୩ ୨୯.୦୨ -
ବିଜଦ ଦିନେଶ ସିଂହ ପ୍ରଧାନ ୧୬,୯୮୦ ୨୧.୪୮ -
ସ୍ୱାଧୀନ ମନୋଜ କୁମାର ମଲ୍ଲିକ ୩,୭୭୯ ୪.୭୮ -
ସ୍ୱାଧୀନ ସୁରାଡ଼ ପ୍ରଧାନ ୩,୧୫୦ ୩.୯୮ -
ସପା ଏକର ଶୁକମାଝି ୨,୫୨୭ ୩.୨୦ -
ବସପା ସୁବ୍ରତ କୁମାର ପ୍ରଧାନ ୧,୯୪୦ ୨.୪୫ -
ସ୍ୱାଧୀନ ଧନେଶ୍ୱର ମଲ୍ଲିକ ୧,୫୬୨ ୧.୯୮ -
ଭୋଟ ବ୍ୟବଧାନ ୩,୨୩୭ ୪.୦୯* -
ମତଦାନ ହାର ୭୯,୦୭୯ ୬୬.୫୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Baliguda Assembly Election 2009, Orissa". empoweringindia.org. Retrieved 25 May 2013. Constituency: Baliguda (82) District : Kandhamal
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 102-Balliguda Constituency of ORISSA". eci.nic.in. 2006. Retrieved 25 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf