ଦେବଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଦେବଗଡ଼ (କ୍ରମିକ ସଂଖ୍ୟା: ୧୯) ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଦେବଗଡ଼ (ବି), ତିଳେଇବଣି ବ୍ଳକ, ବାରକୋଟ ବ୍ଳକ ଓ ରିଆମାଳ ବ୍ଳକ।[୨][୩]

ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୨,୩୯୨
ଜିଲ୍ଲା: ଦେବଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦‍୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜୁ ଜନତା ଦଳ ପ୍ରାର୍ଥିନୀ ଅନିତା ପ୍ରଧାନଙ୍କଠାରୁ ୩୮୭୩୯ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜିବ କୁମାର ପ୍ରଧାନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିତେଶ ଗଙ୍ଗ ଦେବଙ୍କଠାରୁ ୧୦,୭୦୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଦେବଗଡ଼ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସଞ୍ଜିବ କୁମାର ପ୍ରଧାନ ୫୪,୨୬୬ ୩୮.୯୯ -
କଂଗ୍ରେସ ନିତେଶ ଗଙ୍ଗ ଦେବ ୪୩,୫୬୧ ୩୧.୩୦ -
ଭାଜପା ସୁବାଷ ଚନ୍ଦ୍ର ପାଣିଗ୍ରାହୀ ୩୩,୦୦୯ ୨୩.୭୨ -
ସମୃଦ୍ଧ ଓଡ଼ିଶା ଗଙ୍ଗାଧର ବେହେରା ୨,୧୫୮ ୧.୫୫ -
ସପା ସୁରେଶ ବେହେରା ୨,୦୬୫ ୧.୪୮ -
ବସପା ବିଜୟ କୁମାର ପ୍ରଧାନ ୧,୫୦୨ ୧.୦୮ -
କୋଶଳ କ୍ରାନ୍ତି ଦଳ ପୁରୁଷୋତ୍ତମ ପାତ୍ର ୧,୦୦୧ ୦.୭୨ -
ଇଣ୍ଡିଆନ ଜଷ୍ଟିସ ପାର୍ଟି ଗଣେଶ୍ୱର ପ୍ରଧାନ ୮୭୦ ୦.୬୩ -
କଳିଙ୍ଗ ସେନା ଶୁଭ୍ରାଂଶୁ ଶେଖର ସାହୁ ୭୪୯ ୦.୫୪ -
ଭୋଟ ବ୍ୟବଧାନ ୧୦,୭୦୫ ୭.୬୯* -
ମତଦାନ ହାର ୧,୩୯,୨୫୭ ୭୧.୦୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର ସମ୍ପାଦନା

  1. "Deogarh Assembly Election 2009, Orissa". empoweringindia.org. Retrieved 28 May 2013. Constituency: Deogarh (19) District : Deogarh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013. 10705
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 134-Deogarh Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf