ଲାଞ୍ଜିଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଲାଞ୍ଜିଗଡ଼ (କ୍ରମିକ ସଂଖ୍ୟା: ୭୭) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଲାଞ୍ଜିଗଡ଼ ବ୍ଳକ, ଥୁଆମୂଳ ରାମପୁର ବ୍ଳକ ଓ ଭବାନୀପାଟଣା ବ୍ଳକର କିଛି ଅଂଶ ।[୨][୩]

ଲାଞ୍ଜିଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୩,୯୭୫
ଜିଲ୍ଲା: କଳାହାଣ୍ଡି
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଳାହାଣ୍ଡି
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବଳଭଦ୍ର ମାଝୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କଠାରୁ ୨୪୮୯୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶିବାଜୀ ମାଝି, ବିଜୁ ଜନତା ଦଳ ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ୩,୦୩୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଲାଞ୍ଜିଗଡ଼ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଶିବାଜୀ ମାଝି ୪୬,୧୩୮ ୩୪.୪୭ -
ବିଜଦ ବଳଭଦ୍ର ମାଝି ୪୩,୦୯୯ ୩୨.୨୦ -
ଭାଜପା ବିଜୟ ଦିଶାରୀ ୨୮,୪୮୨ ୨୧.୨୮ -
ସ୍ୱାଧୀନ ସୁରେଶ ଚନ୍ଦ୍ର ମାଝି ୪,୫୨୨ ୩.୩୮ -
ବସପା ଭଲ ମାଝି ୩,୪୪୫ ୨.୫୭ -
ସପା ପରମାନନ୍ଦ ମାଝି ୩,୩୧୧ ୨.୪୭ -
ସମୃଦ୍ଧ ଓଡ଼ିଶା ବିଜୟ ଲକ୍ଷ୍ମୀ ଶବର ୨,୬୪୯ ୧.୯୮ -
ସ୍ୱାଧୀନ ମନୋରଞ୍ଜନ ମାଝି ୨,୨୧୧ ୧.୬୫ -
ଭୋଟ ବ୍ୟବଧାନ ୩,୦୩୯ ୨.୨୭* -
ମତଦାନ ହାର ୧,୩୩,୮୬୨ ୬୮.୭୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

ନବଗଠିତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।[୪]

ଆଧାର ସମ୍ପାଦନା

  1. "Lanjigarh Assembly Election 2009, Orissa". empoweringindia.org. Retrieved 22 May 2013. Constituency: Lanjigarh (77) District : Kalahandi
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf