ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଆନନ୍ଦପୁର (କ୍ରମିକ ସଂଖ୍ୟା: ୨୨) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆନନ୍ଦପୁର (ପୌ), ହାଟଡିହି ବ୍ଳକ ଓ ଆନନ୍ଦପୁର ବ୍ଳକର କିଛି ଅଂଶ ।[୨][୩]
ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୯,୭୨୪ |
ଜିଲ୍ଲା: | କେନ୍ଦୁଝର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦୁଝର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଗିରଥୀ ସେଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୪୪,୧୯୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୪]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମାୟାଧର ଜେନା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୨୨୨୨୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଗିରଥୀ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୨୩,୮୦୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ଆନନ୍ଦପୁର [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଭାଗିରଥୀ ସେଠୀ | ୭୨,୭୬୫ | ୫୨.୯୪ | - | |
କଂଗ୍ରେସ | ଜୟଦେବ ଜେନା | ୪୮,୯୬୦ | ୩୫.୬୨ | - | |
ଭାଜପା | ଆରତୀ ସିଂହ | ୧୦,୬୪୪ | ୭.୭୪ | - | |
ଝାମୁମୋ | ନରେନ୍ଦ୍ର କୁମାର ଜେନା | ୧,୩୯୫ | ୧.୦୧ | - | |
ସ୍ୱାଧୀନ | ବାସୁଦେବ ଜେନା | ୧,୨୯୧ | ୦.୯୪ | - | |
ସମୃଦ୍ଧ ଓଡ଼ିଶା | ଗଣେଶ ପ୍ରସାଦ ଜେନା | ୧,୦୩୩ | ୦.୭୫ | - | |
ବସପା | ଚନ୍ଦ୍ରମଣୀ ପାତ୍ର | ୮୪୪ | ୦.୬୧ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ରାମ ଚନ୍ଦ୍ର ପାତ୍ର | ୫୨୯ | ୦.୩୮ | - | |
ଭୋଟ ବ୍ୟବଧାନ | ୨୩,୮୦୫ | ୧୭.୩୨* | - | ||
ମତଦାନ ହାର | ୧,୩୭,୪୬୨ | ୭୨.୯୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୫]
- ୨୦୧୯: ଭାଗିରଥୀ ସେଠୀ (ବିଜଦ)
- ୨୦୧୪: ମାୟାଧର ଜେନା (ବିଜଦ)
- ୨୦୦୯: (୨୨): ଭାଗିରଥୀ ସେଠୀ (ବିଜଦ)
- ୨୦୦୪: (୧୪୭): ଜୟଦେବ ଜେନା (କଂଗ୍ରେସ)
- ୨୦୦୦: (୧୪୭): ମାୟାଧର ଜେନା (ଭାଜପା)
- ୧୯୯୫: (୧୪୭): ଜୟଦେବ ଜେନା (କଂଗ୍ରେସ)
- ୧୯୯୦: (୧୪୭): ଦାଶରଥୀ ଜେନା (ଜନତା ଦଳ)
- ୧୯୮୫: (୧୪୭): ଜୟଦେବ ଜେନା (କଂଗ୍ରେସ)
- ୧୯୮୦: (୧୪୭): ଜୟଦେବ ଜେନା (କଂଗ୍ରେସ-ଇ)
- ୧୯୭୭: (୧୪୭): ମକର ସେଠୀ (ଜନତା)
- ୧୯୭୪: (୧୪୭): ଭୁବନାନନ୍ଦ ଜେନା (କଂଗ୍ରେସ)
- ୧୯୭୧: (୧୩୨): ମକର ସେଠୀ (କଂଗ୍ରେସ)
- ୧୯୬୭: (୧୩୨): ଭୁବନାନନ୍ଦ ଜେନା (ଜନ କଂଗ୍ରେସ)
- ୧୯୬୧: (୭୨): ମକର ସେଠୀ (କଂଗ୍ରେସ)
- ୧୯୫୭ (ଉପ): ନରସିଂହ ନାରାୟଣ ଭଞ୍ଜ ଦେଓ (କଂଗ୍ରେସ)
- ୧୯୫୭: (୪୮): ଉପେନ୍ଦ୍ର ଜେନା (ଗଣ ପରିଷଦ) ଓ ବୀରକିଶୋର ଜେନା (ଗଣ ପରିଷଦ)
- ୧୯୫୧: (୪୨): ଜନାର୍ଦନ ଭଞ୍ଜ ଦେଓ (ସ୍ୱାଧୀନ) ଓ ଭାଇଗା ସେଠୀ (ସ୍ୱାଧୀନ)
ଆଧାର ସମ୍ପାଦନ କରନ୍ତୁ
- ↑ "Anandapur Assembly Election 2009, Orissa". empoweringindia.org. Retrieved 24 May 2013.
Constituency: Anandapur (22) District : Keonjhar
- ↑ Assembly Constituencies and their Extent
- ↑ Seats of Odisha
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
- ↑ ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 147-Anandapur Constituency of ORISSA". eci.nic.in. 2006. Retrieved 24 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf