ବାସୁଦେବପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ବାସୁଦେବପୁର (କ୍ରମିକ ସଂଖ୍ୟା: ୪୫) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାସୁଦେବପୁର (ବି), ବାସୁଦେବପୁର ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।[୨][୩]
ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୨୧,୬୩୫ |
ଜିଲ୍ଲା: | ଭଦ୍ରକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କଠାରୁ ୬୫୦୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲିକଙ୍କଠାରୁ ୬,୮୪୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ବାସୁଦେବପୁର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବିଜୟଶ୍ରୀ ରାଉତରାୟ | ୭୦,୮୫୬ | ୪୮.୪୯ | - | |
କଂଗ୍ରେସ | ମାଧବାନନ୍ଦ ମଳ୍ଲିକ | ୬୪,୦୧୬ | ୪୩.୮୧ | - | |
ଭାଜପା | ଅଶୋକ କୁମାର ସାହୁ | ୯,୨୭୭ | ୬.୩୫ | - | |
ସ୍ୱାଧୀନ | କବିନ୍ଦ୍ର ଶେଖର ଫକୀର ରଞ୍ଜନ ଦାସ | ୧,୦୦୯ | ୦.୬୯ | - | |
ବସପା | ସତ୍ୟ ସୁନ୍ଦର ପଣ୍ଡା | ୯୫୬ | ୦.୬୫ | - | |
ଭୋଟ ବ୍ୟବଧାନ | ୬,୮୪୦ | ୪.୬୮* | - | ||
ମତଦାନ ହାର | ୧,୪୬,୧୫୩ | ୭୦.୦୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୭ରୁ ୨୦୦୯ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ବିଷ୍ଣୁବ୍ରତ ରାଉତରାୟ (ବିଜଦ)
- ୨୦୧୪: ବିଜୟଶ୍ରୀ ରାଉତରାୟ (ବିଜଦ)
- ୨୦୦୯: (୪୫): ବିଜୟଶ୍ରୀ ରାଉତରାୟ (ବିଜଦ)
- ୨୦୦୪: (୨୨): ବିଜୟଶ୍ରୀ ରାଉତରାୟ (ବିଜଦ)
- ୨୦୦୦: (୨୨): ବିଜୟଶ୍ରୀ ରାଉତରାୟ (ବିଜଦ)
- ୧୯୯୫: (୨୨): ବିଜୟଶ୍ରୀ ରାଉତରାୟ (ଜନତା ଦଳ)
- ୧୯୯୦: (୨୨): ବିଜୟଶ୍ରୀ ରାଉତରାୟ (ଜନତା ଦଳ)
- ୧୯୮୫: (୨୨): ମଧୁସୂଦନ ପାଣିଗ୍ରାହୀ (କଂଗ୍ରେସ)
- ୧୯୮୦: (୨୨): ଜଗବନ୍ଧୁ ଦାସ (କଂଗ୍ରେସ-ଇ)
- ୧୯୭୭: (୨୨): ନୀଳମଣି ରାଉତରାୟ (ଜନତା)
- ୧୯୭୪: (୨୨): ଜଗବନ୍ଧୁ ଦାସ (କଂଗ୍ରେସ)
- ୧୯୭୧: (୨୧): ନୀଳମଣି ରାଉତରାୟ (ଉତ୍କଳ କଂଗ୍ରେସ)
- ୧୯୬୭: (୨୧): ହରେକୃଷ୍ଣ ମହତାବ (ଜନ କଂଗ୍ରେସ)
- ୧୯୬୧: (୧୨୧): ନୀଳମଣି ରାଉତରାୟ (କଂଗ୍ରେସ)
ଆଧାର ସମ୍ପାଦନ କରନ୍ତୁ
- ↑ "Basudevpur Assembly Election 2009, Orissa". empoweringindia.org. Retrieved 7 June 2013.
Constituency: Basudevpur (45) District : Bhadrak
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
6840
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 22-Basudevpur Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf