କନ୍ଧମାଳ ଜିଲ୍ଲା

ଓଡ଼ିଶାର ଏକ ଜିଲ୍ଲା,ଭାରତ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

କନ୍ଧମାଳ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକନ୍ଧମାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୩ଟି ଆସନ
 
  • ୧. ଫୁଲବାଣୀ
    ୨. ବାଲିଗୁଡା
    ୩. ଘୁ. ଉଦୟଗିରି
Area
 • ଜିଲ୍ଲା8,021 km2 (3,097 sq mi)
Population
 (୨୦୨୩)
 • ଜିଲ୍ଲା୧୦୧୯୦୨୩
 • Density127/km2 (330/sq mi)
 • Urban
୭୨୧୬୪
 • Rural
୬୫୯୭୮୮
 • ୬ ବର୍ଷରୁ କମ ଶିଶୁ
୧୦୬୩୭୯
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୨ xxx
ତାର (ଏସ୍.ଟି.ଡ଼ି)+୦୬୮୪x
ଯାନବାହାନ ପଞ୍ଚୀକରଣOD-12
ଜିଲ୍ଲାପାଳଶ୍ରୀ ଆଶିଷ ଈଶ୍ୱର ପାଟିଲ
WebsiteOfficial website

କନ୍ଧମାଳ ଜିଲା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଫୁଲବାଣୀ କନ୍ଧମାଳର ସବୁଠୁ ଅଧିକ ଜନବହୁଳ ସହର ଓ ପ୍ରଶାସନିକ ମୁଖ୍ୟ ଜାଗା । ଏହା ଜୈବିକ ହଳଦି ପାଇଁ ଜଣାଶୁଣା ।

ଇତିହାସ ସମ୍ପାଦନା

୧୯୯୩ ମସିହା ଅପ୍ରେଲ ପହିଲା ଦିନ କନ୍ଧମାଳ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା 'ବୌଦ୍ଧ-କନ୍ଧମାଳ' ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।

ଭୂଗୋଳ ସମ୍ପାଦନା

ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ କନ୍ଧମାଳ ଜିଲ୍ଲାର ଆୟତନ ୭,୬୪୯ ବର୍ଗ କିମି୤

ଅବସ୍ଥିତି ସମ୍ପାଦନା

ମୁଖ୍ୟ ନଦୀ ସମ୍ପାଦନା

  • ସାଲୁଙ୍କି

ଜନସଂଖ୍ୟା ସମ୍ପାଦନା

୨୦୧୧ ଜନଗଣନା [୧]ଅନୁସାରେ, କନ୍ଧମାଳ ଜିଲ୍ଲାର ମୋଟ ଲୋକସଂଖ୍ୟା ୭,୩୧,୯୫୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୫୯,୭୮୮ ଓ ସହରାଞ୍ଚଳରେ ୭୨,୧୬୪ ଲୋକ ବାସ କରନ୍ତି [୨]

  • ପୁରୁଷ: ୩,୫୯,୪୦୧
  • ମହିଳା: ୩,୭୨,୫୫୧
    • ଛ ବର୍ଷରୁ କମ: ୧,୦୬,୩୭୯
  • ସାକ୍ଷରତା ହାର: ୬୫.୧୨%
    • ପୁରୁଷ: ୭୮.୪୧%
    • ମହିଳା: ୫୨.୪୬%

ପ୍ରଶାସନିକ ବିଭାଗ ସମ୍ପାଦନା

  • ଉପଖଣ୍ଡ (ସବ୍ ଡିଭିଜନ) (୨ଟି): ୧. କନ୍ଧମାଳ ଓ ୨. ବାଲିଗୁଡ଼ା ।
  • ତହସିଲ: (12ଟି): ୧. ଫିରିଙ୍ଗିଆ, ୨. ଖଜୁରୀପଡ଼ା, ୩. ବାଲିଗୁଡ଼ା, ୪. ଚକାପାଦ, ୫. ଦାରିଙ୍ଗବାଡ଼ି, ୬. ଘୁ. ଉଦୟଗିରି, ୭. କୋଟଗଡ଼, ୮. କ. ନୁଆଗାଁ, ୯. ରାଇକିଆ, ୧୦. ଟିକାବାଲି୧୧. ତୁମୁଡ଼ିବନ୍ଧ ଓ ୧୨. ଫୁଲବାଣୀ
  • ବ୍ଳକ: (୧୨ଟି): ୧. ଫିରିଙ୍ଗିଆ, ୨. ଖଜୁରୀପଡ଼ା, ୩. ବାଲିଗୁଡ଼ା, ୪. ଚକାପାଦ, ୫. ଦାରିଙ୍ଗବାଡ଼ି, ୬. ଘୁ. ଉଦୟଗିରି, ୭. କୋଟଗଡ଼, ୮. କ. ନୁଆଗାଁ, ୯. ରାଇକିଆ, ୧୦. ଟିକାବାଲି୧୧.

ତୁମୁଡ଼ିବନ୍ଧ ଓ ୧୨. ଫୁଲବାଣୀ

  • ଗ୍ରାମ: ୨୫୦୩

ରାଜନୀତି ସମ୍ପାଦନା

ଲୋକ ସଭା ନିର୍ବାଚନ ମଣ୍ଡଳୀ ସମ୍ପାଦନା

ବିଧାନ ସଭା ନିର୍ବାଚନ ମଣ୍ଡଳୀ ସମ୍ପାଦନା

ଫୁଲବାଣୀ ଜିଲ୍ଲା ଅନ୍ତର୍ଗତ ୩ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଫୁଲବାଣୀ
  2. ବାଲିଗୁଡା
  3. ଘୁ. ଉଦୟଗିରି

== ଶିକ୍ଷା == odia language

ପର୍ଯ୍ୟଟନ ସ୍ଥଳୀ ସମ୍ପାଦନା


ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା