ବରଗଡ଼

ଓଡ଼ିଶା ଜିଲ୍ଲାର ଏକ ସହର

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ବରଗଡ଼
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବରଗଡ଼ ଜିଲ୍ଲା
Elevation
171 m (561 ft)
Population
 (2001)
 • Total୧,୬୩,୬୫୧
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (IST)
ପିନ କୋଡ଼
୭୬୮୦୨୮
Websitehttp://bargarh.nic.in/

ବରଗଡ଼ ଭାରତର ଓଡ଼ିଶାରେ ଥିବା ବରଗଡ଼ ଜିଲ୍ଲାର ଏକ ସହର ଓ ମୁଖ୍ୟ ସଦର ମହକୁମା । ଏହା ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟ ସ‌ହର ।

ଇତିହାସ ସମ୍ପାଦନା

ଏହା ସୀମାନ୍ତ ଜିଲ୍ଲା ମାନକଙ୍କଠାରୁ ଅନ୍ୟତମ । ଐତିହାସିକଙ୍କ ମତରେ ୧୧୦୦ ଶତାବ୍ଦୀରେ "ବାଘର କୋଟ" କାଳକ୍ରମେ ପରିବର୍ତ୍ତିତ ହୋଇ "ବରଗଡ଼"ରେ ପରିଣତହେଲା । ଚୌହାନ ବଂଶର ଶେଷ ରାଜା ବଳରାମ ଦେବ ବରଗଡ଼ଠାରେ ଦୁର୍ଗା ସେ ସ୍ଥାପନ କରିଥିଲେ । ଏହା ୧୯୩୬ ମସିହା ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାର ଅନ୍ତର୍ଭକ୍ତ ରହିଥିଲା । ୧୯୩୬ ମସିହା ଅପ୍ରେଲ ୧ରେ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ କରାଗଲା

ବିଶେଷତା ସମ୍ପାଦନା

ବିଶ୍ୱପ୍ରସିଦ୍ଧ ଖୋଲାମଞ୍ଚରେ ଏଗାରଦିନ ବ୍ଯାପି ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୁଏ ।

ଆଧାର ସମ୍ପାଦନା