ବଡ଼ବିଲ
ବଡ଼ବିଲ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ସହର ଅଟେ ।[୧] ଏହା ଏକ ପୌରପାଳିକା ଅଟେ । ଏହି ଅଞ୍ଛଳରେ ପ୍ରଚୁର ଲୁହାପଥର ଓ ମାଙ୍ଗାନିଜ ମହଜୁଦ ଅଛି। ଏଠାରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ପାଇଥାନ୍ତି। ବଡବିଲରେ ପ୍ରାୟତଃ ସମସ୍ତ ରାଜ୍ୟର ଅଧିବାସୀ ଓ ସମସ୍ତ ଭାଷାଭାଷୀ ଜୀବନ ଜାପନ କରିଥାନ୍ତି ।
ବଡ଼ବିଲ | |
---|---|
ସହର (ପୌରପାଳିକା) | |
ଦେଶ | ![]() |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କେଉଁଝର |
ଚମ୍ପୁଆ | ---- |
ଜୋଡା | ---- |
କ୍ଷେତ୍ରଫଳ | |
• ମୋଟ | 45 km2 (17 sq mi) |
Elevation | 477 m (1,565 ft) |
ଜନସଂଖ୍ୟା (2001) | |
• ମୋଟ | ୫୨,୫୮୬ |
• ଘନତା | 1,168/km2 (3,030/sq mi) |
ଭାଷା | |
• ସରକାରୀ | ଓଡ଼ିଆ |
ସମୟ ମଣ୍ଡଳ | UTC+୫:୩୦ (IST) |
ପିନ କୋଡ଼ | ୭୫୮୦୩୫ |
ଟେଲିଫୋନ କୋଡ଼ | ୦୬୭୬୭ |
ଗାଡ଼ି ପଞ୍ଜିକରଣ | OD 09 |
Sex ratio | 894 ♂/♀ |
ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବଡ଼ବିଲ ସହରର ମୋଟ ଜନସଂଖ୍ୟା ୫୨୫୮୬ ଅଟେ ।[୨] ସେଥି ମଧ୍ୟରୁ ୫୨.୫୦% ଜଣ ପରୁଷ ହୋଇଥିବା ବେଳେ ୪୭.୫୦% ଜଣ ନାରୀ ଅଟନ୍ତି । ବଡ଼ବିଲର ସାକ୍ଷରତା ହାର ୫୫.୮୨% ଅଟେ । ଏହା ଜାତୀୟ ହାର ଠାରୁ ୯.୦୨% ପ୍ରତିଶତ କମ ଅଟେ । ସେଥିରୁ ୩୪.୧୩% ପ୍ରତିଶତ ପୁରୁଷ ଓ ୨୧.୬୯% ନାରୀ ଅଟନ୍ତି । ୧୬.୩୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷାସମ୍ପାଦନ କରନ୍ତୁ
ଓଡ଼ିଆ ବଡ଼ବିଲର ସରକାରୀ ଭାଷା ।
ଆଧାରସମ୍ପାଦନ କରନ୍ତୁ
- ↑ "Barbil, Orissa". indianetzone.com. 2012. Retrieved 12 July 2012.
Barbil is a town as well as a municipality in the Keonjhar district of the state of Orissa in India.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.
ବାହାର ଆଧାରସମ୍ପାଦନ କରନ୍ତୁ
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |