କଣ୍ଟାମାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

କଣ୍ଟାମାଳ (କ୍ରମିକ ସଂଖ୍ୟା: ୮୫) ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କଣ୍ଟାମାଳ ବ୍ଳକ ଓ ବୌଦ୍ଧ ବ୍ଳକର କିଛି ଅଂଶ ।[୨][୩]

କଣ୍ଟାମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୪୩,୦୪୦
ଜିଲ୍ଲା: ବୌଦ୍ଧ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କନ୍ଧମାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମହୀଧର ରଣା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ହରିନାରାୟଣ ପ୍ରଧାନଙ୍କଠାରୁ ୨୫୩୬୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭଗବାନ କହଁର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କହ୍ନାଇ ଚରଣ ଡାଙ୍ଗଙ୍କଠାରୁ ୧୪,୪୫୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ନିର୍ବାଚନ ମଣ୍ଡଳୀ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଭଗବାନ କହଁର ୪୫,୯୭୯ ୪୪.୬୮ -
କଂଗ୍ରେସ କହ୍ନାଇ ଚରଣ ଡାଙ୍ଗ ୩୧,୫୨୬ ୩୦.୬୪ -
ଭାଜପା ହରିନାରାୟଣ ପ୍ରଧାନ ୨୦,୪୪୮ ୧୯.୮୭ -
ସ୍ୱାଧୀନ ଲଳିତ କୁମାର ସାହୁ ୨,୩୮୭ ୨.୩୨ -
ବସପା ହେମନ୍ତ ସୁନା ୧,୪୫୯ ୧.୪୨ -
ସପା ସ୍ନେହଲତା ନାୟକ ୧,୧୦୦ ୦.୦୭ -
ଭୋଟ ବ୍ୟବଧାନ ୧୪,୪୫୩ ୧୪.୦୫* -
ମତଦାନ ହାର ୧,୦୨,୯୨୯ ୭୩.୮୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୨୦୦୯ରେ ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ହେଲେ:[୪]

ଆଧାର ସମ୍ପାଦନା

  1. "Kantamal Assembly Election 2009, Orissa". empoweringindia.org. Retrieved 25 May 2013. Constituency: Kantamal (85) District : Boudh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf