ସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ସମ୍ବଲପୁର (କ୍ରମିକ ସଂଖ୍ୟା: ୧୭) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସମ୍ବଲପୁର (ପୌ), ହୀରାକୁଦ (ବି)ବୁର୍ଲା (ବି)[୨][୩]

ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୮,୯୯୪
ଜିଲ୍ଲା: ସମ୍ବଲପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ରାସେଶ୍ୱରୀ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କଠାରୁ ୯୯୫୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ୍ୱର ମିଶ୍ରଙ୍କଠାରୁ ୭,୦୧୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ସମ୍ବଲପୁର

[୬]

ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା ଜୟନାରାୟଣ ମିଶ୍ର ୩୪,୧୧୦ ୪୩.୫୨ -
କଂଗ୍ରେସ ସୁରେଶ୍ୱର ମିଶ୍ର ୨୭,୧୦୦ ୩୪.୫୮ -
ରାକପା ସିଦ୍ଧାର୍ଥ ଦାସ ୧୦,୧୦୫ ୧୨.୮୯ -
ବସପା ମହମ୍ମଦ ମୁସ୍ତୁକିମ ୩,୧୩୮ ୪.୦୦ -
ଝାମୁମୋ ଜୁନୁସ ଆଇଣ୍ଡ ୧,୨୨୧ ୧.୫୬ -
ସମୃଦ୍ଧ ଓଡ଼ିଶା କଳ୍ପନା ମିଶ୍ର ୭୫୯ ୦.୯୭ -
ସ୍ୱାଧୀନ ଜୟଶ୍ରୀ ମିଶ୍ର ୫୭୯ ୦.୭୪ -
କୋଶଳ କ୍ରାନ୍ତି ଦଳ ସୁନିଲ କୁମାର ନନ୍ଦ ୫୬୮ ୦.୭୨ -
ସ୍ୱାଧୀନ ସନ୍ତୋଷ କୁମାର ଶର୍ମା ୪୫୨ ୦.୫୮ -
ଇଣ୍ଡିଆନ ଜଷ୍ଟିସ ପାର୍ଟି ସଞ୍ଜୟ କୁମାର ସାହୁ ୩୩୯ ୦.୪୩ -
ଭୋଟ ବ୍ୟବଧାନ ୭,୦୧୦ ୮.୯୪* -
ମତଦାନ ହାର ୭୮,୫୫୫ ୪୫.୫୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭][୮]

ଆଧାର ସମ୍ପାଦନା

  1. "Sambalpur Assembly Election 2009, Orissa". empoweringindia.org. Retrieved 28 May 2013. Constituency: Sambalpur (17) District : Sambalpur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013. 7010
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 128-Sambalpur Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf