ନୟାଗଡ଼

ମାନବମାନଙ୍କ ପାଇଁ ବ୍ୟବସ୍ଥା


[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ନୟାଗଡ଼
ସହର
ଦକ୍ଷିଣକାଳୀ ମନ୍ଦିର, ନୟାଗଡ଼
ଦକ୍ଷିଣକାଳୀ ମନ୍ଦିର, ନୟାଗଡ଼
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୟାଗଡ଼
Elevation
178 m (584 ft)
Population
 (୨୦୦୧)
 • Total୧୪,୩୧୧
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)
ଡାକ କୋଡ଼
୭୫୨୦୬୯
ତାର କୋଡ଼୦୬୭୫୩
ଯାନବାହାନ ପଞ୍ଚୀକରଣOR-25

ନୟାଗଡ଼ ଭାରତର ଓଡ଼ିଶାରେ ଥିବା ନୟାଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ନୟାଗଡ,ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ଗୋଟିଏ । ଏହା ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହା ଛେନାପୋଡ଼ ପାଇଁ ପ୍ରସିଦ୍ଧ । ଏହା ୮ଟି ବ୍ଲକକୁ ନେଇ ଗଠିତ । ସେଗୁଡିକ ହେଲେ :
୧- ଭାପୁର
୨- ଦଶପଲ୍ଲା
୩- ଗଣିଆ
୪- ଖଣ୍ଡପଡା
୫- ନୟାଗଡ଼
୬- ନୂଆଗାଁ
୭- ଓଡଗାଁ
୮- ରଣପୁର

ଭୂଗୋଳ ସମ୍ପାଦନା

ନୟାଗଡ 20.13°N 85.1°E.ରେ ଅବସ୍ଥିତ | ଏହା ସମୁଦ୍ର ପତ୍ତନଠାରୁ ୧୭୮ ମିଟର ଉଚ୍ଚତାରେ ଅଛି | ଏହି ସହରର ଦକ୍ଷିଣରେ ରୁଖୀ ପର୍ବତ ଓ ଉତ୍ତରରେ ବଲରାମ ପର୍ବତ ଅଛି |

ଇତିହାସ ସମ୍ପାଦନା

ପର୍ଯ୍ୟଟନ ସମ୍ପାଦନା

ନୀଳ ମାଧବ

ଶିକ୍ଷା ସମ୍ପାଦନା

 
ମହରିଷି ବିଦ୍ୟାମନ୍ଦିର, ନୟାଗଡ଼

ବାହାର ଲିଙ୍କ ସମ୍ପାଦନା

ଆଧାର ସମ୍ପାଦନା