ଧର୍ମଶାଳା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଧର୍ମଶାଳା (କ୍ରମିକ ସଂଖ୍ୟା: ୫୧) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧର୍ମଶାଳା ବ୍ଳକ ଓ ରସୁଲପୁର ବ୍ଳକର କିଛି ଅଞ୍ଚଳ ।[୨][୩]
ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୫,୨୨୪ |
ଜିଲ୍ଲା: | ଯାଜପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଯାଜପୁର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ (କଳ୍ପତରୁ ଦାସଙ୍କ ପୁଅ), ଭାରତୀୟ ଜନତା ପାର୍ଟିର ପାର୍ଥି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ାଙ୍କଠାରୁ ୫୨୭୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ (କଳ୍ପତରୁ ଦାସଙ୍କ ପୁଅ) ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ରଙ୍କଠାରୁ ୮୫୭୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କଳ୍ପତରୁ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାଙ୍ଗାଳି ଚରଣ ପଣ୍ଡାଙ୍କଠାରୁ ୩୫,୧୩୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ଧର୍ମଶାଳା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | କଳ୍ପତରୁ ଦାସ | ୭୯,୮୬୭ | ୫୮.୨୫ | - | |
କଂଗ୍ରେସ | କାଙ୍ଗାଳି ଚରଣ ପଣ୍ଡା | ୪୪,୭୩୪ | ୩୨.୬୩ | - | |
ଭାଜପା | ରମେଶ ଚନ୍ଦ୍ର ପରିଡ଼ା | ୫,୩୪୧ | ୩.୯୦ | - | |
ସମୃଦ୍ଧ ଓଡ଼ିଶା | ଯତିଶ ଚନ୍ଦ୍ର ମହାନ୍ତି | ୫,୦୧୫ | ୩.୬୬ | - | |
ବସପା | ଗୋବିନ୍ଦ ସାହୁ | ୮୮୩ | ୦.୬୪ | - | |
ସ୍ୱାଧୀନ | ରବିନ୍ଦ୍ର କୁମାର ଧୀର | ୭୫୨ | ୦.୫୫ | - | |
ସ୍ୱାଧୀନ | ମାଧବୀ ସିଂହ | ୫୧୧ | ୦.୩୭ | - | |
ଭୋଟ ବ୍ୟବଧାନ | ୩୫,୧୩୩ | ୨୫.୬୩* | - | ||
ମତଦାନ ହାର | ୧,୩୭,୧୨୬ | ୭୪.୦୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୪: ପ୍ରଣବ ବଳବନ୍ତରାୟ (ବିଜଦ)
- ୨୦୦୯: (୫୧): କଳ୍ପତରୁ ଦାସ (ବିଜଦ)
- ୨୦୦୪: (୨୬): କଳ୍ପତରୁ ଦାସ (ବିଜଦ)
- ୨୦୦୦: (୨୬): କଳ୍ପତରୁ ଦାସ (ବିଜଦ)
- ୧୯୯୫: (୨୬): କଳ୍ପତରୁ ଦାସ (ଜନତା ଦଳ)
- ୧୯୯୦: (୨୬): ଗୁରୁଚରଣ ଟିକାୟତ (ଜନତା ଦଳ)
- ୧୯୮୫: (୨୬): କାଙ୍ଗାଳି ଚରଣ ପଣ୍ଡା (କଂଗ୍ରେସ)
- ୧୯୮୦: (୨୬): କାଙ୍ଗାଳି ଚରଣ ପଣ୍ଡା (ସ୍ୱାଧୀନ)
- ୧୯୭୭: (୨୬): ରବି ଦାଶ (ଜନତା)
- ୧୯୭୪: (୨୬): ବାଙ୍କ ବିହାରୀ ଦାସ (କଂଗ୍ରେସ)
- ୧୯୭୧: (୨୩): ବାଙ୍କ ବିହାରୀ ଦାସ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୭: (୨୩): ପରମାନନ୍ଦ ମହାନ୍ତି (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୧: (୧୧୬): ଗଦାଧର ଦତ୍ତ (କଂଗ୍ରେସ)
- ୧୯୫୭: (୮୩): ମଦନମୋହନ ପଟ୍ଟନାୟକ (କଂଗ୍ରେସ) ଓ ମାୟାଧର ସିଂହ (କଂଗ୍ରେସ)
- ୧୯୫୧: (୬୩): ପରମାନନ୍ଦ ମହାନ୍ତି (ସୋସିଆଲିଷ୍ଟ)
ଆଧାର ସମ୍ପାଦନ କରନ୍ତୁ
- ↑ "Dharmasala Assembly Election 2009, Orissa". empoweringindia.org. 2013 [last update]. Retrieved 7 June 2013.
Constituency: Dharmasala (51) District : Jajpur
{{cite web}}
: Check date values in:|year=
(help) - ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
35133
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 26-Dharamsala Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf