ଜଶୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ
(ଯଶିପୁର (ସଂ)ରୁ ଲେଉଟି ଆସିଛି)

ଯଶୀପୁର (କ୍ରମିକ ସଂଖ୍ୟା: ୨୬) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଯଶୀପୁର ବ୍ଳକ, ରରୁଆଁ ବ୍ଳକ, ଶୁକୃଳୀ ବ୍ଳକ ଓ କୁସୁମି ବ୍ଳକର କିଛି ଅଂଶ ।[୨][୩]

ଯଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୧,୦୯୭
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ମସିହାରେ ବିଜୁ ଜନତା ଦଳ ପ୍ରାର୍ଥୀ ମଙ୍ଗଳ ସିଂ ମୁଦି କମ୍ୟୁନିଷ୍ଟ ପ୍ରାର୍ଥୀ ଶମ୍ଭୁନାଥ ନାଏକଙ୍କଠାରୁ ୫୭୯୪ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କମଳା କାନ୍ତ ନାୟକ, ସ୍ୱାଧୀନ ପ୍ରାର୍ଥୀ ଶମ୍ଭୁନାଥ ନାୟକଙ୍କଠାରୁ ‍୧୩,୧୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଯଶୀପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ କମଳା କାନ୍ତ ନାୟକ ୩୫,୫୬୯ ୨୯.୯୭ -
ସ୍ୱାଧୀନ ଶମ୍ଭୁନାଥ ନାୟକ ୨୨,୩୭୯ ୧୮.୮୬ -
ଭାଜପା ସୁଧୀର ନାୟକ ୧୬,୯୭୪ ୧୪.୩୦ -
ସ୍ୱାଧୀନ ମହେଶ ଚନ୍ଦ୍ର ହେମ୍ବ୍ରମ ୧୩,୪୨୨ ୧୧.୩୧ -
କଂଗ୍ରେସ ମହେନ୍ଦ୍ର ନାଥ ନାୟକ ୧୩,୩୧୮ ୧୧.୨୨ -
ଝାମୁମୋ ମସୁରି ଚଟ୍ଟର ୯,୩୯୧ ୭.୯୧ -
ସପା ମିନତି ତିରିୟା ୧,୮୪୪ ୧.୫୫ -
ସମୃଦ୍ଧ ଓଡ଼ିଶା ରେନ୍ସା ସିର୍କା ୧,୭୧୦ ୧.୪୪ -
ବସପା ବିଜୟୀନି ତିରିଆ ୧,୧୬୭ ୦.୯୮ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଅଗ୍ନୀଶ୍ୱର ନାୟକ ୧,୦୪୪ ୦.୮୮ -
ରାଷ୍ଟ୍ରବାଦୀ ସେନା ଦାଶରଥୀ ନାୟକ ୯୮୨ ୦.୮୩ -
କଳିଙ୍ଗ ସେନା ଗିରିଶ ଚଟ୍ଟର ୮୯୦ ୦.୭୫ -
ଭୋଟ ବ୍ୟବଧାନ ୧୩,୧୯୦ ୧୧.୧୧* -
ମତଦାନ ହାର ୧,୧୮,୯୫୧ ୬୯.୪୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Jashipur Assembly Election 2009, Orissa". empoweringindia.org. Retrieved 29 May 2013. Constituency: Jashipur (26) District : Mayurbhanj
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013. 13190
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 2-Jashipur Constituency of ORISSA". eci.nic.in. 2006. Retrieved 29 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf