ଚମ୍ପୁଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଚମ୍ପୁଆ (କ୍ରମିକ ସଂଖ୍ୟା: ୨୫) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଯୋଡ଼ା (ପୌ), ବଡ଼ବିଲ (ପୌ), ଯୋଡ଼ା ବ୍ଳକ ଓ ଚମ୍ପୁଆ ବ୍ଳକର କିଛି ଅଂଶ ।[୨][୩]
ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୮,୩୧୨ |
ଜିଲ୍ଲା: | କେନ୍ଦୁଝର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦୁଝର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୨ |
ଗତ ୨୦୧୪ ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀ ସନାତନ ମହାକୁଡ଼ ତାଙ୍କ ନିକଟତମ ସ୍ୱାଧିନ ପ୍ରାର୍ଥୀ କୁଶ ଆପଟଙ୍କ ଠାରୁ ୧୪୬୭୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କଠାରୁ ୧୪୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ଚମ୍ପୁଆ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ସ୍ୱାଧୀନ | ଜିତୁ ପଟ୍ଟନାୟକ | ୨୭,୭୦୦ | ୨୨.୧୦ | - | |
କଂଗ୍ରେସ | ସନାତନ ମହାକୁଡ଼ | ୨୭,୫୫୫ | ୨୧.୯୮ | - | |
ସ୍ୱାଧୀନ | କୁଶ ଆପଟ | ୨୬,୨୮୦ | ୨୦.୯୬ | - | |
ଭାଜପା | ମୁରଲୀ ମନୋହର ଶର୍ମା | ୧୮,୮୮୧ | ୧୫.୦୬ | - | |
ସିପିଆଇ | ବିଦ୍ୟାଧର ମହନ୍ତ | ୯,୩୫୬ | ୭.୪୬ | - | |
ସ୍ୱାଧୀନ | ବୁଟା ସିଂହ | ୧,୮୫୬ | ୧.୪୮ | - | |
ବସପା | ଚିତ୍ତରଞ୍ଜନ ନାୟକ | ୧,୫୧୭ | ୧.୨୧ | - | |
ସମୃଦ୍ଧ ଓଡ଼ିଶା | କେଶବ ମହନ୍ତ | ୧,୩୮୯ | ୧.୧୧ | - | |
ସ୍ୱାଧୀନ | ପୂର୍ଣ୍ଣ ଚନ୍ଦ୍ର ମହନ୍ତ | ୧,୨୪୬ | ୦.୯୯ | - | |
ଝାମୁମୋ | ଲକ୍ଷ୍ମଣ କୁମାର ସେଠୀ | ୧,୧୫୦ | ୦.୯୨ | - | |
ସ୍ୱାଧୀନ | ସଞ୍ଜିତା ନାୟକ | ୧,୦୩୫ | ୦.୮୩ | - | |
ସ୍ୱାଧୀନ | ଦୀପକ ମହାରଣା | ୯୩୬ | ୦.୭୫ | - | |
ସ୍ୱାଧୀନ | ଭବାନୀ ମହନ୍ତ | ୮୭୨ | ୦.୭୦ | - | |
ସ୍ୱାଧୀନ | ପ୍ରଭୁପାଦ ମିଶ୍ର | ୮୨୩ | ୦.୬୬ | - | |
ସ୍ୱାଧୀନ | ଅଭିମନ୍ୟୁ ମହନ୍ତ | ୬୯୦ | ୦.୫୫ | - | |
ସ୍ୱାଧୀନ | ମନୋଜ କୁମାର ମହନ୍ତ | ୬୮୨ | ୦.୫୪ | - | |
ସ୍ୱାଧୀନ | ଅଶୋକ ମହନ୍ତ | ୬୩୩ | ୦.୫୦ | - | |
ଓଡ଼ିଶା ମୁକ୍ତି ମୋର୍ଚ୍ଚା | କ୍ଷିତିଶ ଚନ୍ଦ୍ର ମହନ୍ତ | ୬୦୫ | ୦.୪୮ | - | |
ସ୍ୱାଧୀନ | ଅରବିନ୍ଦ ବେହେରା | ୫୮୯ | ୦.୪୭ | - | |
ସ୍ୱାଧୀନ | ଅଖିଳ କୁମାର ମହନ୍ତ | ୫୫୦ | ୦.୪୪ | - | |
ସପା | ଯଦୁମଣୀ ପାତ୍ର | ୫୪୩ | ୦.୪୩ | - | |
ସ୍ୱାଧୀନ | ଅଖିଳେଶ୍ୱର ଗିରି | ୪୬୪ | ୦.୩୭ | - | |
ଭୋଟ ବ୍ୟବଧାନ | ୧୪୫ | ୦.୧୨* | - | ||
ମତଦାନ ହାର | ୧,୨୫,୩୬୩ | ୬୬.୫୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮][୪]
- ୨୦୧୯: ମିନାକ୍ଷୀ ମହନ୍ତ (ବିଜେଡି)
- ୨୦୧୪: ସନାତନ ମହାକୁଡ଼ (ସ୍ୱାଧିନ)
- ୨୦୦୯: (୨୫): ଜିତୁ ପଟ୍ଟନାୟକ (ସ୍ୱାଧୀନ)
- ୨୦୦୪: (୧୪୨): ଧନୁର୍ଜୟ ସିଦୁ (କଂଗ୍ରେସ)
- ୨୦୦୦: (୧୪୨): ସହରାଇ ଓରାମ (ସ୍ୱାଧୀନ)
- ୧୯୯୫: (୧୪୨): ଧନୁର୍ଜୟ ଲାଗୁରୀ (କଂଗ୍ରେସ)
- ୧୯୯୦: (୧୪୨): ସହରାଇ ଓରାମ (ଜନତା ଦଳ)
- ୧୯୮୫: (୧୪୨): ଧନୁର୍ଜୟ ଲାଗୁରୀ (କଂଗ୍ରେସ)
- ୧୯୮୦: (୧୪୨): ସହରାଇ ଓରାମ (ଜନତା ଏସ)
- ୧୯୭୭: (୧୪୨): ସହରାଇ ଓରାମ (ଜନତା)
- ୧୯୭୪: (୧୪୨): ଗୁରୁ ଚରଣ ନାଏକ (କଂଗ୍ରେସ)
- ୧୯୭୧: (୧୨୭): ସହରାଇ ଓରାମ (ଉତ୍କଳ କଂଗ୍ରେସ)
- ୧୯୬୭: (୧୨୭): କ୍ଷେତ୍ର ମୋହନ ନାୟକ (ସ୍ୱତନ୍ତ୍ର)
- ୧୯୬୧: (୬୭): ଗୁରୁ ଚରଣ ନାୟକ (ଗଣ ପରିଷଦ)
- ୧୯୫୭: (୪୬): ରାଜ ବଲ୍ଲଭ ମିଶ୍ର (ଗଣ ପରିଷଦ) ଓ ଗୁରୁଚରଣ ନାଏକ (ଗଣ ପରିଷଦ)
- ୧୯୫୧: (୪୦): ଗୁରୁ ଚରଣ ନାଏକ (ଗଣ ପରିଷଦ)
ଆଧାରସମ୍ପାଦନ କରନ୍ତୁ
- ↑ "Champua Assembly Election 2009, Orissa". empoweringindia.org. Retrieved 24 May 2013.
Constituency: Champua (25) District : Keonjhar
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 142-Champua Constituency of ORISSA". eci.nic.in. 2006. Retrieved 24 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf