ଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ଅତାବିରା (କ୍ରମିକ ସଂଖ୍ୟା: ୪) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଅତାବିରା (ବି), ଅତାବିରା ବ୍ଳକ ଓ ଭେଡେନ ବ୍ଳକ ।[୨][୩]

ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୦୯): ୧,୮୯,୧୪୪
ଜିଲ୍ଲା: ବରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କଠାରୁ ୨୫୪୭୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪][୪]ବିଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ, ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କଠାରୁ ୧୩,୩୨୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫] ୨୦୧୯ ନିର୍ବାଚନରେ ମଧ୍ୟ ସ୍ନେହାଙ୍ଗିନୀ ଛୁରିଆ ପୁଣି ଥରେ ବିଜୟୀ ହୋଇଥିଲେ ।[୬]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, କୋରାପୁଟ [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ନିହାର ରଞ୍ଜନ ମହାନନ୍ଦ ୪୯,୩୯୬ ୩୯.୬୫ -
ବିଜଦ ସ୍ନେହାଙ୍ଗିନୀ ଛୁରିଆ ୩୬,୦୬୭ ୨୮.୯୫ -
ସ୍ୱାଧୀନ ମିଲନ ସେଠ ୧୬,୩୦୮ ୧୩.୦୯ -
ଭାଜପା ବିପିନ ଭୁସାଗର ୧୧,୦୬୬ ୮.୮୮ -
ବସପା ମୁକ୍ତେଶ୍ୱର ମେହେର ୩,୯୩୨ ୩.୧୬ -
ସପା ପ୍ରେମରାଜ ନିଆଳ ୩,୪୬୨ ୨.୭୮ -
ସ୍ୱାଧୀନ ଚମାର ମହାନନ୍ଦ ୧,୨୨୬ ୦.୯୮ -
ସ୍ୱାଧୀନ ବ୍ରଜ ମୋହନ କାଲେଟ ୧,୧୨୨ ୦.୯୦ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ଶୁକ୍ର ମୁଦୁଲି ୧୮୧୮ ୨.୨୨ -
ଆରପିଆଇ (ଆ) ପ୍ରେମାନନ୍ଦ କହଁର ୧,୦୧୬ ୦.୮୨ -
ଭୋଟ ବ୍ୟବଧାନ ୧୩,୩୨୯ ୧୦.୭୦* -
ମତଦାନ ହାର ୧,୨୪,୬୨୦ ୬୫.୮୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ହେଲେ:

ଆଧାର ସମ୍ପାଦନା

  1. "Attabira Assembly Election 2009, Orissa". empoweringindia.org. Retrieved 24 May 2013. Constituency: Attabira (4) District : Bargarh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ ୪.୨ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. ୬.୦ ୬.୧ "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf

ବାହାର ତଥ୍ୟ ସମ୍ପାଦନା