ବ୍ୟୋମକେଶ ରାୟ
ଓଡ଼ିଆ ରାଜନୀତିଜ୍ଞ
ବ୍ୟୋମକେଶ ରାୟ (ଜନ୍ମ: ୧ ଜୁଲାଇ ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବ୍ୟୋମକେଶ ରାୟ | |
---|---|
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ବିଜୟ ନାୟକ |
ନିର୍ବାଚନ ମଣ୍ଡଳୀ | ଚାନ୍ଦବାଲି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୮୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ନୀଳିମା ମଞ୍ଜରୀ ପ୍ରଧାନ (୨୦୧୪ - ୨୦୨୦) ତଦାସା ସାଇ ଦର୍ଶିନୀ ବଳ (୨୦୨୨ - ଏବେଯାଏଁ) |
ବାପା/ବୋଉ | ବିଜୟ କୁମାର ରାଉଳ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାବ୍ୟୋମକେଶ ରାୟ ୧୯୮୧ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିଜୟ କୁମାର ରାଉଳ ଓ ପତ୍ନୀଙ୍କ ନାମ ତଦାସା ସାଇ ଦର୍ଶିନୀ ବଳ, ଯାହାଙ୍କୁ ସେ ୨୦୨୧ ମସିହାରେ ବିବାହ କରିଥିଲେ ।[୨][୩] ୨୦୧୪ ମସିହାରେ ସେ ନୀଳିମା ମଞ୍ଜରୀ ପ୍ରଧାନଙ୍କୁ ବିବାହ କରିଥିଲେ, ଯିଏକି ୨୦୨୦ ମସିହାରେ ମୃତ୍ୟୁବରଣ କରିଥିଲେ ।[୪]
ରାଜନୈତିକ ଜୀବନ
ସମ୍ପାଦନାବ୍ୟୋମକେଶ ରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Byomakesh Ray". odishaassembly.nic.in. Odisha Assembly. Retrieved 7 July 2022.
- ↑ "Odisha: Chandbali MLA Byomakesh Ray marries Tadasha at Chilika, Check pics here". KalingaTV (in English). Bhubaneswar. 2 July 2021. Archived from the original on 7 July 2022. Retrieved 7 July 2022.
{{cite news}}
: CS1 maint: unrecognized language (link) - ↑ "2nd Marriage Of BJD MLA: ଘନିଷ୍ଠ ସହଯୋଗୀଙ୍କ ଝିଅଙ୍କୁ ଦ୍ୱିତୀୟ ବିବାହ କଲେ ବ୍ୟୋମକେଶ". Odisha Reporter (in ଓଡ଼ିଆ). ଭୁବନେଶ୍ୱର. 2 July 2021. Archived from the original on 7 July 2022. Retrieved 7 July 2022.
{{cite news}}
: CS1 maint: unrecognized language (link) - ↑ "Odisha: BJD MLA's wife passes away | Sambad English". Sambad English (in English). Bhubaneswar: sambadenglish.com. 2 February 2020. Archived from the original on 7 July 2022. Retrieved 7 July 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Byomakesh Ray-ସମ୍ପର୍କିତ ମିଡ଼ିଆ