ବ୍ୟୋମକେଶ ରାୟ

ଓଡ଼ିଆ ରାଜନୀତିଜ୍ଞ

ବ୍ୟୋମକେଶ ରାୟ (ଜନ୍ମ: ୧ ଜୁଲାଇ ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବ୍ୟୋମକେଶ ରାୟ
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀବିଜୟ ନାୟକ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1981-07-01) ୧ ଜୁଲାଇ ୧୯୮୧ (ବୟସ ୪୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀନୀଳିମା ମଞ୍ଜରୀ ପ୍ରଧାନ (୨୦୧୪ - ୨୦୨୦)
ତଦାସା ସାଇ ଦର୍ଶିନୀ ବଳ (୨୦୨୨ - ଏବେଯାଏଁ)
ବାପା/ବୋଉବିଜୟ କୁମାର ରାଉଳ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବ୍ୟୋମକେଶ ରାୟ ୧୯୮୧ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିଜୟ କୁମାର ରାଉଳ ଓ ପତ୍ନୀଙ୍କ ନାମ ତଦାସା ସାଇ ଦର୍ଶିନୀ ବଳ, ଯାହାଙ୍କୁ ସେ ୨୦୨୧ ମସିହାରେ ବିବାହ କରିଥିଲେ ।[୨][୩] ୨୦୧୪ ମସିହାରେ ସେ ନୀଳିମା ମଞ୍ଜରୀ ପ୍ରଧାନଙ୍କୁ ବିବାହ କରିଥିଲେ, ଯିଏକି ୨୦୨୦ ମସିହାରେ ମୃତ୍ୟୁବରଣ କରିଥିଲେ ।[୪]

ରାଜନୈତିକ ଜୀବନ ସମ୍ପାଦନା

ବ୍ୟୋମକେଶ ରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Byomakesh Ray". odishaassembly.nic.in. Odisha Assembly. Retrieved 7 July 2022.
  2. "Odisha: Chandbali MLA Byomakesh Ray marries Tadasha at Chilika, Check pics here". KalingaTV (in English). Bhubaneswar. 2 July 2021. Archived from the original on 7 July 2022. Retrieved 7 July 2022.{{cite news}}: CS1 maint: unrecognized language (link)
  3. "2nd Marriage Of BJD MLA: ଘନିଷ୍ଠ ସହଯୋଗୀଙ୍କ ଝିଅଙ୍କୁ ଦ୍ୱିତୀୟ ବିବାହ କଲେ ବ୍ୟୋମକେଶ". Odisha Reporter (in ଓଡ଼ିଆ). ଭୁବନେଶ୍ୱର. 2 July 2021. Archived from the original on 7 July 2022. Retrieved 7 July 2022.{{cite news}}: CS1 maint: unrecognized language (link)
  4. "Odisha: BJD MLA's wife passes away | Sambad English". Sambad English (in English). Bhubaneswar: sambadenglish.com. 2 February 2020. Archived from the original on 7 July 2022. Retrieved 7 July 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା

  •   ଉଇକିମିଡ଼ିଆ କମନ୍ସରେ Byomakesh Ray-ସମ୍ପର୍କିତ ମିଡ଼ିଆ