ବଣାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ବଣାଇ (କ୍ରମିକ ସଂଖ୍ୟା: ୧୪) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବଣାଇଗଡ଼ ବ୍ଳକ, ଗୁରୁଣ୍ଡିଆ ବ୍ଳକ, ଲହୁଣୀପଡ଼ା ବ୍ଳକ ଓ କୋଇଡ଼ା ବ୍ଳକ ।[୨][୩]

ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୧,୦୧୮
ଜିଲ୍ଲା: ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ସିପିଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜୁ ଜନତା ଦଳ ପ୍ରାର୍ଥୀ ଦୟାନିଧି କିଷାନଙ୍କଠାରୁ ୧୮୧୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭୀମସେନ ଚୌଧୁରୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କଠାରୁ ୩,୩୫୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ବଣାଇ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା ଭୀମସେନ ଚୌଧୁରୀ ୩୦,୪୯୫ ୨୩.୯୭ -
କମ୍ୟୁନିଷ୍ଟ (ମାର୍କ୍ସବାଦୀ) ଲକ୍ଷ୍ମଣ ମୁଣ୍ଡା ୨୭,୧୩୯ ୨୧.୩୩ -
କଂଗ୍ରେସ ରଞ୍ଜିତ କିଷାନ ୨୫,୦୪୬ ୧୯.୬୮ -
ସ୍ୱାଧୀନ ଦୟାନିଧି କିଷାନ ୧୮,୧୫୪ ୧୪.୨୭ -
ସ୍ୱାଧୀନ ଅନିଲ କୁମାର ବାର୍ଲା ୧୦,୮୦୫ ୮.୪୯ -
ଝାମୁମୋ ପର୍ନା ଲାକ୍ରା ୭,୦୫୭ ୫.୫୫ -
ଭାରତୀୟ ଜନ ଶକ୍ତି ମହେନ୍ଦ୍ର କିଷାନ ୩,୦୪୧ ୨.୩୯ -
ସ୍ୱାଧୀନ କୁନି ମୁଣ୍ଡା ୨,୨୩୫ ୧.୭୬ -
ବସପା ରଘୁନାଥ ଓରାମ ୧,୬୯୨ ୧.୩୩ -
ସମୃଦ୍ଧ ଓଡ଼ିଶା ଉପେନ୍ଦ୍ର କୁମାର ଫଟକାର ୧,୫୭୮ ୧.୨୪ -
ଭୋଟ ବ୍ୟବଧାନ ୩,୩୫୬ ୨.୬୪* -
ମତଦାନ ହାର ୧,୨୭,୩୧୯ ୬୮.୯୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର ସମ୍ପାଦନା

  1. "Bonai Assembly Election 2009, Orissa". empoweringindia.org. Retrieved 26 May 2013. Constituency: Bonai (14) District : Sundargarh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 141-Bonai Constituency of ORISSA". eci.nic.in. 2006. Retrieved 26 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf