ନିମାପଡ଼ା

ଓଡ଼ିଶାର ଏକ ସହର, ଭାରତ 🇮🇳

ନିମାପଡ଼ା ଓଡ଼ିଶାର ପୁରୀ ଜିଲ୍ଲାର ଏକ ଛୋଟ ସହର । ରାଜଧାନୀଏହା ଭୁବନେଶ୍ୱରଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ।

ନିମାପଡ଼ା
—  ସହର  —
ନିମାପଡ଼ା
ନିମାପଡ଼ାର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°04′N 86°01′E / 20.07°N 86.02°E / 20.07; 86.02
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ପୁରୀ
ଲୋକସଂଖ୍ୟା ୧୬,୯୧୪ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


8 metres (26 ft)

କୋଡ଼

ଭୂଗୋଳ ସମ୍ପାଦନା

ଇତିହାସ ସମ୍ପାଦନା

ରାଜନୀତି ସମ୍ପାଦନା

୨୦୦୯ରେ ଏହି ବିଧାନ ସଭା ଆସନରୁ ଜିତିଥିବା ସମୀର ରଞ୍ଜନ ଦାସ (ବି.ଜେ.ଡି) ବର୍ତ୍ତମାନ ଏଠାକାର ବିଧାୟକ । ଏହା ପୁର୍ବରୁ ବାଇଧର ମଲିକ (ବି.ଜେ.ପି.) ୨୦୦୦ ଓ ୨୦୦୪ ରେ,ରବୀନ୍ଦ୍ର କୁମାର ସେଠୀ (ଆଇ.ଏନ୍.ସି) ୧୯୯୫ ଓ ୧୯୮୫ ରେ,ବେଣୁଧର ସେଠୀ (ଜନତା ଦଳ)୧୯୯୦ ଓ ଗୋବିନ୍ଦ ଚନ୍ଦ୍ର ସେଠୀ (ଜେ.ଏନ୍.ପି)୧୯୭୭ରୁ ଏଠାରୁ ବିଧାୟକ ହୋଇଥିଲେ ।

ଆଧାର ସମ୍ପାଦନା

ବିଶେଷତା ସମ୍ପାଦନା

ଏହି ସହର ଛେନା ଝିଲି ପାଇଁ ସାରା ଓଡ଼ିଶାରେ ପ୍ରସିଦ୍ଧ ।

ଆଧାର ସମ୍ପାଦନା

ସମ୍ବନ୍ଧିତ ପ୍ରସଙ୍ଗ ସମ୍ପାଦନା