ରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ରେଢ଼ାଖୋଲ (କ୍ରମିକ ସଂଖ୍ୟା: ୧୮) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରେଢ଼ାଖୋଲ (ବି), ରେଢ଼ାଖୋଲ ବ୍ଳକ, ଯୁଜୋମୁରା ବ୍ଳକ, ନାକଟିଦେଉଳ ବ୍ଳକ ଓ ମାନେଶ୍ୱର ବ୍ଳକର କିଛି ଅଞ୍ଚଳ ।[୨][୩]

ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୫,୪୧୫
ଜିଲ୍ଲା: ସମ୍ବଲପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୋହିତ ପୂଝାରୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅାସଫ୍ ଅଲ୍ଲି ଖାଁଙ୍କଠାରୁ ୧୧୯୦୯ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଆସଫ ଅଲି ଖାଁଙ୍କଠାରୁ ୯,୭୬୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ରେଢ଼ାଖୋଲ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରସନ୍ନ ଆଚାର୍ଯ୍ୟ ୩୭,୭୧୮ ୩୫.୦୭ -
କଂଗ୍ରେସ ଆସଫ ଅଲି ଖାଁ ୨୭,୯୫୪ ୨୫.୯୯ -
ଭାଜପା ଶରତ ଚନ୍ଦ୍ର ସାହୁ ୧୯,୨୧୭ ୧୭.୮୭ -
ସ୍ୱାଧୀନ ଗୀତାଞ୍ଜଳି ପ୍ରଧାନ ୯,୦୯୪ ୮.୪୬ -
ସ୍ୱାଧୀନ ଚିତ୍ତରଞ୍ଜନ ପ୍ରଧାନ ୬,୯୬୦ ୬.୪୭ -
ସ୍ୱାଧୀନ ତରଣୀ ଭୋଇ ୧,୪୪୨ ୧.୩୪ -
ସ୍ୱାଧୀନ ହମିଦ ପ୍ରସାଦ ଲୁହା ୧,୪୨୭ ୧.୩୩ -
ବସପା ପ୍ରହଲ୍ଲାଦ ପୃଷ୍ଟି ୧,୦୯୮ ୧.୦୨ -
ଆରପିଆଇ ଅପୂର୍ଣ୍ଣ ବାଘ ୯୫୪ ୦.୮୯ -
କୋଶଳ କ୍ରାନ୍ତି ଦଳ ଉପେନ୍ଦ୍ର ମହାପାତ୍ର ୯୦୨ ୦.୮୪ -
ସମୃଦ୍ଧ ଓଡ଼ିଶା ପ୍ରମୋଦ କୁମାର ସାହୁ ୭୮୬ ୦.୭୩ -
ଭୋଟ ବ୍ୟବଧାନ ୯,୭୬୪ ୯.୦୮* -
ମତଦାନ ହାର ୧,୦୭,୫୭୩ ୬୩.୭୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର ସମ୍ପାଦନା

  1. "Rairakhol Assembly Election 2009, Orissa". empoweringindia.org. 2013 [last update]. Retrieved 28 May 2013. Constituency: Rairakhol (18) District : Sambalpur {{cite web}}: Check date values in: |year= (help)
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013. 9764
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 133-Rairakhol Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ ସମ୍ପାଦନା