ମାଲକାନଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ମାଲକାନଗିରି (କ୍ରମିକ ସଂଖ୍ୟା: ୧୪୬) ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମାଲକାନଗିରି (ବି), ମାଲକାନଗିରି ବ୍ଳକ, କାଲିମେଳା ବ୍ଳକ, ପୋଡ଼ିଆ ବ୍ଳକ ଓ କୋରୁକୁଣ୍ଡା ବ୍ଳକର କିଛି ଅଂଶ ।[୧][୨]
ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୬,୮୮୪ |
ଜିଲ୍ଲା: | ମାଲକାନଗିରି |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ନବରଙ୍ଗପୁର |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମାନସ ମାଡକାମୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କଠାରୁ ୩୩୧୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମୁକୁନ୍ଦ ସୋଡ଼ୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନବୀନ ଚନ୍ଦ୍ର ମଦକମୀଙ୍କଠାରୁ ୧୦,୯୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ମାଲକାନଗିରି [୫] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ମୁକୁନ୍ଦ ସୋଡ଼ୀ | ୩୮,୭୮୮ | ୩୯.୯୬ | - | |
କଂଗ୍ରେସ | ନବୀନ ଚନ୍ଦ୍ର ମଦକମୀ | ୨୭,୮୮୨ | ୨୮.୭୩ | - | |
ଭାଜପା | ଆଦିତ୍ୟ ମାଢ଼ୀ | ୧୯,୪୪୫ | ୨୦.୦୩ | - | |
ସମୃଦ୍ଧ ଓଡ଼ିଶା | ସୋମନାଥ ମଦକମୀ | ୩୫୭୩ | ୩.୬୮ | - | |
ବସପା | କାମରାଜ କୱାସୀ | ୩,୧୧୨ | ୩.୨୧ | - | |
ଓଡ଼ିଶା ମୁକ୍ତି ମୋର୍ଚ୍ଚା | ଭଗବାନ ହନ୍ତାଳ | ୨୧୭୦ | ୨.୨୪ | - | |
ରିସୋପା | ଧନ ହନ୍ତାଳ | ୨୦୯୩ | ୨.୧୬ | - | |
ଭୋଟ ବ୍ୟବଧାନ | ୧୦,୯୦୬ | ୧୧.୨୪* | - | ||
ମତଦାନ ହାର | ୯୭,୦୭୩ | ୫୦.୨୭ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]
- ୨୦୧୯: ଆଦିତ୍ୟ ମାଢ଼ୀ (ଭାଜପା)
- ୨୦୧୪: ମାନସ ମାଡକାମୀ (ବିଜଦ)
- ୨୦୦୯: ମୁକୁନ୍ଦ ସୋଡ଼ୀ (ବିଜଦ)
- ୨୦୦୪: ନିମାଇ ଚନ୍ଦ୍ର ସର୍କାର (କଂଗ୍ରେସ)
- ୨୦୦୦: ଅରବିନ୍ଦ ଢାଲି (ଭାଜପା)
- ୧୯୯୫: ଅରବିନ୍ଦ ଢାଲି (ଭାଜପା)
- ୧୯୯୦: ନାକା କାନାୟା (ଜନତା ଦଳ)
- ୧୯୮୫: ନଦିଆବସୀ ବିଶ୍ୱାସ (ସ୍ୱାଧୀନ)
- ୧୯୮୦: ନାକା ଲକ୍ଷ୍ମୟା (କଂଗ୍ରେସ-ଇ)
- ୧୯୭୭: ନାକା କାନାୟା (ଜନତା)
- ୧୯୭୪: ନାକା କାନାୟା (ଉତ୍କଳ କଂଗ୍ରେସ)
- ୧୯୭୧: ଗଙ୍ଗାଧର ମାଢ଼ୀ (ଜନ କଂଗ୍ରେସ)
- ୧୯୬୭: ଗଙ୍ଗାଧର ମାଢ଼ୀ (କଂଗ୍ରେସ)
- ୧୯୬୧: ଗୁରୁ ନାୟକ (ଗଣ ପରିଷଦ)
- ୧୯୫୭: ମାଡକାମୀ ଗୁରୁ (ଗଣ ପରିଷଦ)
- ୧୯୫୧: ଲକ୍ଷ୍ମଣ ଗୌଡ଼ (ଗଣ ପରିଷଦ)
ଆଧାର ସମ୍ପାଦନ କରନ୍ତୁ
- ↑ Assembly Constituencies and their Extent
- ↑ Seats of Odisha
- ↑ ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf