ଦେବଗଡ଼ ଜିଲ୍ଲା
ଦେବଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଦେବଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ଦେବଗଡ଼ | |
---|---|
ଜିଲ୍ଲା | |
![]() ଓଡ଼ିଶାରେ ଅବସ୍ଥାନ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ସମ୍ବଲପୁର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୧ଟି ଆସନ: ଦେବଗଡ଼ |
କ୍ଷେତ୍ରଫଳ | |
• ଜିଲ୍ଲା | 2781.66 km2 (1,074�00 sq mi) |
ଜନସଂଖ୍ୟା (୨୦୧୧) | |
• ଜିଲ୍ଲା | ୩,୧୨,୧୬୪ |
• ଘନତା | 106/km2 (270/sq mi) |
• ସହରାଞ୍ଚଳ | ୨୨,୩୫୦ |
• ଗ୍ରାମାଞ୍ଚଳ | ୨,୮୯,୮୧୪ |
• ୬ ବର୍ଷରୁ କମ ଶିଶୁ | ୩୮,୬୨୧ |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୬୮ xxx |
ଗାଡ଼ି ପଞ୍ଜିକରଣ | OD-28 |
ଜିଲ୍ଲାପାଳ | ବନ ବିହାରି ଜେନା |
ୱେବସାଇଟ | Official website |
ଇତିହାସସମ୍ପାଦନ କରନ୍ତୁ
ଜାନୁଆରୀ ପହିଲା ୧୯୯୪ ଦିନ ଏହା ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଲା
ଭୂଗୋଳସମ୍ପାଦନ କରନ୍ତୁ
ଦେବଗଡ଼ ଜିଲ୍ଲାର ଆୟତନ ୨,୭୮୨ ବର୍ଗ କିମି
ଜନସଂଖ୍ୟାସମ୍ପାଦନ କରନ୍ତୁ
୨୦୧୧ ଜନଗଣନା[୧] ଅନୁସାରେ, ଦେବଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୩,୧୨,୧୬୪| ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨,୮୯,୮୧୪ ଓ ସହରାଞ୍ଚଳରେ ୨୨,୩୫୦ ଲୋକ ବାସ କରନ୍ତି [୨] |
- ପୁରୁଷ: ୧,୫୮,୦୧୭
- ମହିଳା: ୧,୫୪,୧୪୭
- ଛ ବର୍ଷରୁ କମ: ୩୮,୬୨୧
- ପଢୁଆ ହାର ୭୩.୦୭%
- ପୁରୁଷ: ୮୨.୬୨%
- ମହିଳା: ୬୩.୩୬%
ସଦର ମହକୁମାସମ୍ପାଦନ କରନ୍ତୁ
- ଦେବଗଡ଼
ତହସିଲସମ୍ପାଦନ କରନ୍ତୁ
- ଦେବଗଡ଼
- ରିଆମାଳ
- ବାରକୋଟ
ଗ୍ରାମ ପଞ୍ଚାୟତସମ୍ପାଦନ କରନ୍ତୁ
ମୋଟ ୬୦ ଗ୍ରାମ ପଞ୍ଚାୟତ, ତନ୍ମଧ୍ୟରୁ
- ବାରକୋଟ ବ୍ଳକ ଅଧିନରେ: ୨୨ଟି
- ରିଆମାଳ ବ୍ଳକ ଅଧିନରେ: ୨୨ଟି
- ତିଳେଇବଣି ବ୍ଳକ ଅଧିନରେ: ୧୬ଟି