କଟକ ସଦର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
କଟକ ସଦର (କ୍ରମିକ ସଂଖ୍ୟା: ୯୩) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କଟକ (ମ)ର କିଛି ଅଞ୍ଚଳ, କଟକ ସଦର ବ୍ଳକ ଓ ନିଶ୍ଚିନ୍ତକୋଇଲି ବ୍ଳକର କିଛି ଅଞ୍ଚଳ ।[୨][୩]
କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୮,୪୩୧ |
ଜିଲ୍ଲା: | କଟକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଟକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିଲୀପ କୁମାର ମଲ୍ଲିକଙ୍କଠାରୁ ୨୫୭୯୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କାଳିନ୍ଦୀ ବେହେରା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅହିଂସା ମହାନନ୍ଦଙ୍କଠାରୁ ୪୯,୩୪୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, କଟକ ସଦର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | କାଳିନ୍ଦୀ ବେହେରା | ୭୧,୬୩୧ | ୬୩.୭୮ | - | |
କଂଗ୍ରେସ | ଅହିଂସା ମହାନନ୍ଦ | ୨୨,୨୮୭ | ୧୯.୮୪ | - | |
ଭାଜପା | ଦିଲିପ କୁମାର ମଲ୍ଲିକ | ୧୫,୪୦୭ | ୧୩.୭୨ | - | |
ସମୃଦ୍ଧ ଓଡ଼ିଶା | ହରି ଗୋଚ୍ଛାୟତ | ୧,୬୬୦ | ୧.୪୮ | - | |
ବସପା | ମିନାକ୍ଷୀ ଦାସ | ୧,୩୨୧ | ୧.୧୮ | - | |
ଭୋଟ ବ୍ୟବଧାନ | ୪୯,୩୪୪ | ୪୩.୯୪* | - | ||
ମତଦାନ ହାର | ୧,୧୨,୩୦୮ | ୬୧.୩୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ
୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ଚନ୍ଦ୍ର ସାରଥି ବେହେରା (ବିଜଦ)
- ୨୦୧୪: ଚନ୍ଦ୍ରସାରଥି ବେହେରା (ବିଜଦ)
- ୨୦୦୯: (୯୩): କାଳୀନ୍ଦି ବେହେରା (ବିଜଦ)
- ୨୦୦୪: (୪୩): ପ୍ରଭାତ ରଞ୍ଜନ ବିଶ୍ୱାଳ (ସ୍ୱାଧୀନ)
- ୨୦୦୦: (୪୩): ନିବେଦିତା ପ୍ରଧାନ (ଭାଜପା)
- ୧୯୯୫: (୪୩): ବିଜୟଲକ୍ଷ୍ମୀ ସାହୁ (କଂଗ୍ରେସ)
- ୧୯୯୦: (୪୩): ରାଜେନ୍ଦ୍ର ସିଂହ (ଜନତା ଦଳ)
- ୧୯୮୫: (୪୩): ଦୋଳଗୋବିନ୍ଦ ପ୍ରଧାନ (କଂଗ୍ରେସ)
- ୧୯୮୦: (୪୩): ଦୋଳଗୋବିନ୍ଦ ପ୍ରଧାନ (କଂଗ୍ରେସ-ଇ)
- ୧୯୭୭: (୪୩): ସଂଗ୍ରାମ କେଶରୀ ମହାପାତ୍ର (ଜନତା ଦଳ)
- ୧୯୭୪: (୪୩): ତ୍ରିଲୋଚନ କାନୁନଗୋ (କଂଗ୍ରେସ)
- ୧୯୭୧: (୪୨): ସୁର ସେଠୀ (ଜନ କଂଗ୍ରେସ)
- ୧୯୬୭: (୪୨): ଶୁକଦେବ ଜେନା (ଜନ କଂଗ୍ରେସ)
- ୧୯୬୧: (୧୦୧): ଲକ୍ଷ୍ମଣ ମଲ୍ଲିକ (କଂଗ୍ରେସ)
- ୧୯୫୭: (୭୧): ରାଜକୃଷ୍ଣ ବୋଷ (କଂଗ୍ରେସ) ଓ ପୂର୍ଣ୍ଣାନନ୍ଦ ସାମଲ (କଂଗ୍ରେସ)
ଆଧାର ସମ୍ପାଦନ କରନ୍ତୁ
- ↑ "Cuttack Sadar Assembly Election 2009, Orissa". empoweringindia.org. Retrieved 25 May 2013.
Constituency: Cuttack Sadar (93) District : Cuttack
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 43-Cuttack Sadar Constituency of ORISSA". eci.nic.in. 2006. Retrieved 25 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf