ସତ୍ୟବାଦୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ସତ୍ୟବାଦୀ (କ୍ରମିକ ସଂଖ୍ୟା: ୧୦୯) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସତ୍ୟବାଦୀ ବ୍ଳକ ଓ କଣାସ ବ୍ଳକ ।[୨][୩]

ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୧,୭୩୦
ଜିଲ୍ଲା: ପୁରୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଉମାବଲ୍ଲଭ ସାମନ୍ତରାୟ ବିଜୁ ଜନତା ଦଳ ପ୍ରାର୍ଥୀ ରମାରଞ୍ଜନ ବଳିୟାର ସିଂଙ୍କଠାରୁ ୧୫୩୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରସାଦ କୁମାର ହରିଚନ୍ଦନ, ବିଜୁ ଜନତା ଦଳ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ୮,୨୮୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ସତ୍ୟବାଦୀ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ପ୍ରସାଦ କୁମାର ହରିଚନ୍ଦନ ୪୪,୮୬୨ ୩୫.୫୬ -
ବିଜଦ ଉମାକାନ୍ତ ସାମନ୍ତରାୟ ୩୬,୫୮୨ ୨୯.୦୦ -
ସ୍ୱାଧୀନ ରାମ ରଞ୍ଜନ ବଳିଆରସିଂହ ୩୧,୯୮୭ ୨୫.୩୫ -
ଭାଜପା କୃଷ୍ଣ ଚନ୍ଦ୍ର ଜଗଦେବ ୭,୯୧୪ ୬.୨୭ -
ବସପା ଅଶ୍ୱିନୀ ନନ୍ଦ ୧,୩୩୧ ୧.୦୫ -
ସ୍ୱାଧୀନ ଲକ୍ଷ୍ମୀନାରାୟଣ ମିଶ୍ର ୮୦୩ ୦.୬୪ -
ଏଜେଏସୟୁ ପାର୍ଟି ମାନସ ରଞ୍ଜନ ପାତ୍ର ୫୨୬ ୦.୪୨ -
ସିପିଆଇ(ମାଲେ) ଲିବରେସନ ଯୁଧିଷ୍ଠିର ମହାପାତ୍ର ୪୯୭ ୦.୩୯ -
ରିସୋପା ପ୍ରସନ୍ନ ବେହେରା ୪୯୦ ୦.୩୯ -
ସମୃଦ୍ଧ ଓଡ଼ିଶା ସତ୍ୟ ନାରାୟଣ ପଟ୍ଟନାୟକ ୪୭୮ ୦.୩୮ -
ସ୍ୱାଧୀନ ସୁକାନ୍ତ କିଶୋର ସାମନ୍ତରାୟ ୪୦୧ ୦.୩୨ -
ସ୍ୱାଧୀନ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ୨୯୪ ୦.୨୩ -
ଭୋଟ ବ୍ୟବଧାନ ୮,୨୮୦ ୬.୫୬* -
ମତଦାନ ହାର ୧,୨୬,୧୬୫ ୭୦.୯୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Satyabadi Assembly Election 2009, Orissa". empoweringindia.org. 2013. Retrieved 18 June 2013. Constituency: Satyabadi (109) District : Puri
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 8280
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 55-Satyabadi Constituency of ORISSA". eci.nic.in. 2006. Retrieved 18 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ ସମ୍ପାଦନା