ଭୁବନେଶ୍ୱର (ଏକାମ୍ର)
(ଏକାମ୍ର ଭୁବନେଶ୍ୱରରୁ ଲେଉଟି ଆସିଛି)
ଭୁବନେଶ୍ୱର (ଏକାମ୍ର), (କ୍ରମାଙ୍କ: ୧୧୪) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।[୩]
ଭୁବନେଶ୍ୱର (ଏକାମ୍ର) | |
---|---|
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ constituency | |
ଓଡ଼ିଶାର ଜିଲ୍ଲା ତାଲିକା | ଖୋର୍ଦ୍ଧା ଜିଲ୍ଲା |
Blocks | ଭୁବନେଶ୍ୱର |
Electorate | ୨,୩୮,୯୪୯[୧][a] |
Major settlements | ଭୁବନେଶ୍ୱର |
Current constituency | |
Created | ୨୦୧୯ |
ବିଧାୟକ | ଅଶୋକ ଚନ୍ଦ୍ର ପଣ୍ଡା |
Party | ବିଜେଡି |
Const. No. | ୧୧୪ |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର[୨] |
ଏହି ନିର୍ବାଚନ ମଣ୍ଡଳୀ ପାଞ୍ଚଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ସେଗୁଡ଼ିକ ହେଲା:
- ବାସୁଆଘାଇ
- ଇତିପୁର
- ଟିକରପଡ଼ା
- ଧଉଳି ଏବଂ
- ଶିଶୁପାଳ
ଏହା ଭୁବନେଶ୍ୱର ପଞ୍ଚାୟତର ୱାର୍ଡ଼ ୧୨, ୧୪, ୧୫, ୩୦ରୁ ୩୪ ଏବଂ ୩୮ରୁ ୪୭କୁ ନେଇ ଗଠିତ ।[୪][୫]
ନିର୍ବାଚିତ ବିଧାୟକ ସମ୍ପାଦନ କରନ୍ତୁ
୨୦୦୯ ମସିହାରୁ ୨୦୧୯ ସୁଦ୍ଧା ତିନୋଟି ନିର୍ବାଚନ ହୋଇଥିଲା । ନିର୍ବାଚିତ ବିଧାୟକଗଣ ହେଲେ: [୬]
- ୨୦୧୯: (୧୧୪): ଅଶୋକ ଚନ୍ଦ୍ର ପଣ୍ଡା (ବିଜେଡି)
- ୨୦୧୪: (୧୧୪): ଅଶୋକ ଚନ୍ଦ୍ର ପଣ୍ଡା (ବିଜେଡି)
- ୨୦୦୯: (୧୧୪): ଅଶୋକ ଚନ୍ଦ୍ର ପଣ୍ଡା (ବିଜେଡି)
ଆହୁରି ଦେଖନ୍ତୁ ସମ୍ପାଦନ କରନ୍ତୁ
ଟିପ୍ପଣୀ ସମ୍ପାଦନ କରନ୍ତୁ
- ↑ as on 1 January 2014
ଆଧାର ସମ୍ପାଦନ କରନ୍ତୁ
- ↑ "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
- ↑ "18 - Bhubaneswar Parliamentary (Lok Sabha) Constituency". Datanet India. Retrieved 25 April 2014.
- ↑ "Orissa Assembly Election 2009". empoweringindia.org. Retrieved 25 April 2014.
Constituency: Ekamra-Bhubaneswar (114) District: Khordha
[dead link] - ↑ Assembly Constituencies and their Extent
- ↑ Seats of Odisha
- ↑ "Ekamra-Bhubaneswar Assembly Constituency, Orissa". Compare Infobase Limited. Retrieved 24 April 2014.