ବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବଲାଙ୍ଗୀର (କ୍ରମିକ ସଂଖ୍ୟା: ୬୮) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବଲାଙ୍ଗୀର (ପୌ), ବଲାଙ୍ଗୀର ବ୍ଳକ ଓ ଦେଓଗାଁ ବ୍ଳକ ।

ବଲାଙ୍ଗୀର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୩,୪୫୭
ଜିଲ୍ଲା: ବଲାଙ୍ଗୀର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବଲାଙ୍ଗୀର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଅନଙ୍ଗ ଉଦୟ ସିଂହ ଦେଓଙ୍କଠାରୁ ୧୨୨୫୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୨]

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୩][୪]

୨୦୦୯ ନିର୍ବାଚନ ସମ୍ପାଦନା

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନଙ୍ଗ ଉଦୟ ସିଂହ ଦେଓ, କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ କୁମାର ମେହେରଙ୍କଠାରୁ ୧୬,୮୬୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ବିଧାନ ସଭା ନିର୍ବାଚନ, ବଲାଙ୍ଗୀର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଅନଙ୍ଗ ଉଦୟ ସିଂହ ଦେଓ ୫୨,୯୪୮ ୪୦.୭୦ -
କଂଗ୍ରେସ ଲକ୍ଷ୍ମଣ କୁମାର ମେହେର ୩୬,୦୮୨ ୨୭.୭୪ -
ଭାଜପା ଡ. ବାସୁଦେବ ପତି ୩୩,୨୫୮ ୨୫.୫୭ N/A
ବସପା ଅମନ ନାଗ ୨,୭୯୯ ୨.୧୫ N/A
ସ୍ୱାଧୀନ ସୁଶିଳ କୁମାର ନନ୍ଦ ୧,୫୨୯ ୧.୧୮ N/A
ସମୃଦ୍ଧ ଓଡ଼ିଶା ସନ୍ଦୀପ କୁମାର ବାଗ ୧୩୯୦ ୧.୦୭ N/A
କୋଶଳ କ୍ରାନ୍ତି ଦଳ ରବିନ୍ଦ୍ର କୁମାର ପାଣିଗ୍ରାହୀ ୧୦୮୪ ୦.୮୩ N/A
ସ୍ୱାଧୀନ ବିଶ୍ୱମ୍ବର ସାହୁ ୯୯୭ ୦.୭୭ N/A
ଭୋଟ ବ୍ୟବଧାନ ୧୬,୮୬୬ ୧୨.୯୭* -
ମତଦାନ ହାର ୧,୩୦,୨୮୧ ୬୪.୫୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର ସମ୍ପାଦନା

  1. "Bolangir Assembly Election 2009, Orissa". empoweringindia.org. Retrieved 16 June 2013. Constituency: Bolangir (68) District : Bolangir
  2. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  3. "State Elections 2004 - Partywise Comparision for 111-Bolangir Constituency of ORISSA". eci.nic.in. 2006. Retrieved 16 June 2013. List Of Winning Candidates
  4. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 16866
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf