ଆଠଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଆଠଗଡ଼ (କ୍ରମିକ ସଂଖ୍ୟା: ୮୯) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୪,୩୭୩
ଜିଲ୍ଲା: କଟକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଟକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଠଗଡ଼ (ବି), ଆଠଗଡ଼ ବ୍ଳକ, ତିଗିରିଆ ବ୍ଳକ ଓ ଟାଙ୍ଗୀ-ଚୌଦ୍ୱାର ବ୍ଳକର କିଛି ଅଂଶ ।[୧][୨]

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେପିର ବ୍ରଜେନ୍ଦ୍ର କୁମାର ରାୟଙ୍କଠାରୁ ୫୭,୯୯୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଚିତ୍ରାନନ୍ଦ ମୁଦୁଲିଙ୍କଠାରୁ ୬୮୪୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୪]

ଗତ ୨୦୧୨ ଉପ-ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କଠାରୁ ୪୭,୩୯୦ ଅଧିକ ଭୋଟ ପାଇ ନିର୍ବାଚିତ ହେଇଥିଲେ ।[୫]

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୬][୪]

  • ୨୦୨୪: ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
  • ୨୦୧୯: ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
  • ୨୦୧୪: ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
  • ୨୦୧୨: (୮୯): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ),
  • ୨୦୦୯: (୮୯): ରମେଶ ରାଉତ (ସ୍ୱାଧୀନ),
  • ୨୦୦୪: (୪୭): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
  • ୨୦୦୦: (୪୭): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
  • ୧୯୯୫: (୪୭): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଜନତା ଦଳ)
  • ୧୯୯୦: (୪୭): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଜନତା ଦଳ)
  • ୧୯୮୫: (୪୭): ଜାନକୀ ବଲ୍ଲଭ ପଟ୍ଟନାୟକ (କଂଗ୍ରେସ)
  • ୧୯୮୦: (୪୭): ରସାନନ୍ଦ ସାହୁ (କଂଗ୍ରେସ-ଇ)
  • ୧୯୭୭: (୪୭): ରସମଞ୍ଜରୀ ଦେବୀ (ଜନତା ପାର୍ଟି)
  • ୧୯୭୪: (୪୭): ରାଧାନାଥ ରଥ (ସ୍ୱାଧୀନ)
  • ୧୯୭୧: (୪୪): ରାଧାନାଥ ରଥ (ସ୍ୱାଧୀନ)
  • ୧୯୬୭: (ଉପ): ରାଧାନାଥ ରଥ (ସ୍ୱାଧୀନ)
  • ୧୯୬୭: (୪୪): ପବିତ୍ର ମୋହନ ପ୍ରଧାନ (ଜନ କଂଗ୍ରେସ)
  • ୧୯୬୧: (୯୮): ଅଚ୍ୟୁତାନନ୍ଦ ଦାସ (ସ୍ୱାଧୀନ)
  • ୧୯୫୭: (୬୯): ରାଧାନାଥ ରଥ (କଂଗ୍ରେସ)
  • ୧୯୫୧: (୮୨): ରାଧାନାଥ ରଥ (କଂଗ୍ରେସ)

୨୦୧୨ ଉପ-ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୧୨ ବିଧାନ ସଭା ଉପ-ନିର୍ବାଚନ, ଆଠଗଡ଼ [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୮୭,୬୦୪ - -
କଂଗ୍ରେସ ସୁରେଶ ମହାପାତ୍ର ୪୦,୨୧୪ - -
ଭାଜପା ବିକ୍ରମ ଦାସ ୨,୪୫୨ - -
ଭୋଟ ବ୍ୟବଧାନ ୪୭,୩୯୦ - -
ମତଦାନ ହାର - - -
  1. Assembly Constituencies and their Extent
  2. Seats of Odisha
  3. "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Odisha: BJD wins Athagarh bypoll". zeenews.india.com. Retrieved 20 May 2013. Odisha: BJD wins Athagarh bypoll
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. "Ranendra wins Athagarh bypoll | Business Standard". business-standard.com. Retrieved 20 May 2013. Ranendra wins Athagarh bypoll