ଆଠଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଆଠଗଡ଼ (କ୍ରମିକ ସଂଖ୍ୟା: ୮୯) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।
ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୪,୩୭୩ |
ଜିଲ୍ଲା: | କଟକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଟକ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: |
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଠଗଡ଼ (ବି), ଆଠଗଡ଼ ବ୍ଳକ, ତିଗିରିଆ ବ୍ଳକ ଓ ଟାଙ୍ଗୀ-ଚୌଦ୍ୱାର ବ୍ଳକର କିଛି ଅଂଶ ।[୧][୨]
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେପିର ବ୍ରଜେନ୍ଦ୍ର କୁମାର ରାୟଙ୍କଠାରୁ ୫୭,୯୯୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଚିତ୍ରାନନ୍ଦ ମୁଦୁଲିଙ୍କଠାରୁ ୬୮୪୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୪]
ଗତ ୨୦୧୨ ଉପ-ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କଠାରୁ ୪୭,୩୯୦ ଅଧିକ ଭୋଟ ପାଇ ନିର୍ବାଚିତ ହେଇଥିଲେ ।[୫]
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୬][୪]
- ୨୦୨୪: ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
- ୨୦୧୯: ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
- ୨୦୧୪: ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
- ୨୦୧୨: (୮୯): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ),
- ୨୦୦୯: (୮୯): ରମେଶ ରାଉତ (ସ୍ୱାଧୀନ),
- ୨୦୦୪: (୪୭): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
- ୨୦୦୦: (୪୭): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜଦ)
- ୧୯୯୫: (୪୭): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଜନତା ଦଳ)
- ୧୯୯୦: (୪୭): ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଜନତା ଦଳ)
- ୧୯୮୫: (୪୭): ଜାନକୀ ବଲ୍ଲଭ ପଟ୍ଟନାୟକ (କଂଗ୍ରେସ)
- ୧୯୮୦: (୪୭): ରସାନନ୍ଦ ସାହୁ (କଂଗ୍ରେସ-ଇ)
- ୧୯୭୭: (୪୭): ରସମଞ୍ଜରୀ ଦେବୀ (ଜନତା ପାର୍ଟି)
- ୧୯୭୪: (୪୭): ରାଧାନାଥ ରଥ (ସ୍ୱାଧୀନ)
- ୧୯୭୧: (୪୪): ରାଧାନାଥ ରଥ (ସ୍ୱାଧୀନ)
- ୧୯୬୭: (ଉପ): ରାଧାନାଥ ରଥ (ସ୍ୱାଧୀନ)
- ୧୯୬୭: (୪୪): ପବିତ୍ର ମୋହନ ପ୍ରଧାନ (ଜନ କଂଗ୍ରେସ)
- ୧୯୬୧: (୯୮): ଅଚ୍ୟୁତାନନ୍ଦ ଦାସ (ସ୍ୱାଧୀନ)
- ୧୯୫୭: (୬୯): ରାଧାନାଥ ରଥ (କଂଗ୍ରେସ)
- ୧୯୫୧: (୮୨): ରାଧାନାଥ ରଥ (କଂଗ୍ରେସ)
୨୦୧୨ ଉପ-ନିର୍ବାଚନ ଫଳାଫଳ
ସମ୍ପାଦନା୨୦୧୨ ବିଧାନ ସଭା ଉପ-ନିର୍ବାଚନ, ଆଠଗଡ଼ [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ୮୭,୬୦୪ | - | - | |
କଂଗ୍ରେସ | ସୁରେଶ ମହାପାତ୍ର | ୪୦,୨୧୪ | - | - | |
ଭାଜପା | ବିକ୍ରମ ଦାସ | ୨,୪୫୨ | - | - | |
ଭୋଟ ବ୍ୟବଧାନ | ୪୭,୩୯୦ | - | - | ||
ମତଦାନ ହାର | - | - | - |
ଆଧାର
ସମ୍ପାଦନା- ↑ Assembly Constituencies and their Extent
- ↑ Seats of Odisha
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Odisha: BJD wins Athagarh bypoll". zeenews.india.com. Retrieved 20 May 2013.
Odisha: BJD wins Athagarh bypoll
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "Ranendra wins Athagarh bypoll | Business Standard". business-standard.com. Retrieved 20 May 2013.
Ranendra wins Athagarh bypoll