କାମାକ୍ଷାନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

କାମାକ୍ଷାନଗର (କ୍ରମିକ ସଂଖ୍ୟା: ୫୭) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କାମାକ୍ଷାନଗର (ବି), ଭୁବନ (ବି), ଭୁବନ ବ୍ଳକ, ଢେଙ୍କାନାଳ ବ୍ଳକର କିଛି ଅଂଶ ଓ କାମାକ୍ଷାନଗର ବ୍ଳକର କିଛି ଅଂଶ ।[୧][୨]

କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୩,୬୪୨
ଜିଲ୍ଲା: ଢେଙ୍କାନାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ରଙ୍କଠାରୁ ୧୬୮୮୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ମସିହା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶତୃଘ୍ନ ଜେନାଙ୍କଠାରୁ ୨୦,୫୯୪ଟି ଭୋଟ ଅଧିକ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, କାମାକ୍ଷାନଗର [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରଫୁଲ୍ଲ କୁମାର ମଲିକ ୫୩,୭୬୬ ୪୫.୧୧ -
କଂଗ୍ରେସ ଶତୃଘ୍ନ ଜେନା ୩୩,୧୭୨ ୨୭.୮୩ -
ସପା କୈଳାଶ ଚନ୍ଦ୍ର ମିଶ୍ର ୧୯,୨୧୭ ୧୬.୧୨ N/A
ଭାଜପା ପ୍ରେମାନନ୍ଦ ଜେନା ୧୧,୨୪୧ ୯.୪୩ -
ବସପା ସନ୍ତୋଷ କୁମାର ସାହୁ ୧,୭୮୦ ୧.୪୯ -
ଭୋଟ ବ୍ୟବଧାନ ୨୦,୫୯୪ ୧୭.୨୮* -
ମତଦାନ ହାର ୧,୧୯,୨୦୩ ୬୫.୦୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାର ସମ୍ପାଦନା

  1. Assembly Constituencies and their EXtent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ ସମ୍ପାଦନା