ଖଡ଼ିଆଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଖଡ଼ିଆଳ (କ୍ରମିକ ସଂଖ୍ୟା: ୭୨) ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଖଡ଼ିଆଳ (ବି), ଖଡ଼ିଆଳ ବ୍ଳକ, ବୋଡ଼େନ ବ୍ଳକ ଓ ସିନାପାଲି ବ୍ଳକ ।[୧][୨]

ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୯,୨୫୬
ଜିଲ୍ଲା: ନୂଆପଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଳାହାଣ୍ଡି
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦୁର୍ଯ୍ୟୋଧନ ମାଝୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀଙ୍କଠାରୁ ୭୧୨୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି, ବିଜୁ ଜନତା ଦଳ ପ୍ରାର୍ଥୀ ଦୁର୍ଯ୍ୟୋଧନ ମାଝିଙ୍କଠାରୁ ୧୧,୩୬୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନ କରନ୍ତୁ

୨୦୦୯ ବିଧାନ ସଭା ନିର୍ବାଚନ, ଖଡ଼ିଆଳ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା ହିତେଶ କୁମାର ବଗର୍ତ୍ତି ୫୩,୨୩୮ ୩୭.୦୭ -
ବିଜଦ ଦୁର୍ଯ୍ୟୋଧନ ମାଝି ୪୧,୮୭୨ ୨୯.୧୫ -
କଂଗ୍ରେସ ବୈଶମ୍ପାୟନ ମେହେର ୨୯,୦୮୦ ୨୦.୨୫ -
ସମୃଦ୍ଧ ଓଡ଼ିଶା ଦେବ ଦେବପ୍ରସାଦ ସିଂହ ଦେଓ ୮,୨୪୮ ୫.୭୪ -
ସ୍ୱାଧୀନ ଭୀଷ୍ମ ଶୁନନୀ ୨,୬୫୮ ୧.୮୫ -
ଆରପିଆଇ (ଆ) କିଶୋର କୁମାର ବାଗ ୨,୨୨୮ ୧.୫୫ -
ବସପା କିର୍ତ୍ତନ ବାଗ ୨,୧୪୦ ୧.୪୯ -
ସ୍ୱାଧୀନ ମକୁନ୍ଦ ଖରସେଲ ୧,୮୪୧ ୧.୨୮ -
ସ୍ୱଧୀନ ଚୁଳମଣୀ ଭୋଇ ୧,୪୪୫ ୧.୦୧ -
କଳିଙ୍ଗ ସେନା ରାମନାଥ ପଣ୍ଡା ୮୭୪ ୦.୬୧ -
ଭୋଟ ବ୍ୟବଧାନ ୧୧,୩୬୬ ୭.୯୧* -
ମତଦାନ ହାର ୧,୪୩,୭୦୯ ୬୭.୩୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନ କରନ୍ତୁ

୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

  • ୨୦୧୯: ଅଧିରାଜ ମୋହନ ପାଣିଗ୍ରାହୀ (କଂଗ୍ରେସ)
  • ୨୦୧୪: ଦୁର୍ଯ୍ୟୋଧନ ମାଝି (ଭାଜପା)
  • ୨୦୦୯: (୭୨): ହିତେଶ କୁମାର ବଗର୍ତ୍ତି (ଭାଜପା)
  • ୨୦୦୪: (୯୫): ଦୁର୍ଯ୍ୟୋଧନ ମାଝି (ବିଜଦ)
  • ୨୦୦୦: (୯୫): ଦୁର୍ଯ୍ୟୋଧନ ମାଝି (ବିଜଦ)
  • ୧୯୯୫: (୯୫): ଦୁର୍ଯ୍ୟୋଧନ ମାଝି (ଜନତା ଦଳ)
  • ୧୯୯୦: (୯୫): ଦୁର୍ଯ୍ୟୋଧନ ମାଝି (ଜନତା ଦଳ)
  • ୧୯୮୫: (୯୫): ଅନୁପ ସିଂହ ଦେଓ (କଂଗ୍ରେସ)
  • ୧୯୮୦: (୯୫): ଅନୁପ ସିଂହ ଦେଓ (ସ୍ୱାଧୀନ)
  • ୧୯୭୭: (୯୫): କପିଳ ନାରାୟଣ ତିୱାରୀ (ସ୍ୱାଧୀନ)
  • ୧୯୭୪: (୯୫): ଅନୁପ ସିଂହ ଦେଓ (ଉତ୍କଳ କଂଗ୍ରେସ)
  • ୧୯୭୧: (୮୯): ଅନୁପ ସିଂହ ଦେଓ (କଂଗ୍ରେସ-ଏନଆଇ )
  • ୧୯୬୭: (୮୯): ଅନୁପ ସିଂହ ଦେଓ (କଂଗ୍ରେସ)
  • ୧୯୬୧: (୩୯): ଅନୁପ ସିଂହ ଦେଓ (କଂଗ୍ରେସ)

ଆଧାର ସମ୍ପାଦନ କରନ୍ତୁ

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf