ବୀରମିତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନସଭା ନିର୍ବାଚନମଣ୍ଡଳୀ

ବୀରମିତ୍ରପୁର (କ୍ରମିକ ସଂଖ୍ୟା: ୧୦) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବୀରମିତ୍ରପୁର (ପୌ), କୁଆଁରମୁଣ୍ଡା ବ୍ଳକ, ନୂଆଗାଁ ବ୍ଳକ ଓ ବିଶ୍ରା ବ୍ଳକର କିଛି ଅଞ୍ଚଳ ।[୨][୩]

ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୨,୫୨୪
ଜିଲ୍ଲା: ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ସମତା କ୍ରାନ୍ତି ଦଳ ପ୍ରାର୍ଥୀ ଜର୍ଜ ତିର୍କୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଶଙ୍କର ଓରାମଙ୍କଠାରୁ ୧୧୯୪୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଜର୍ଜ ତିର୍କୀ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ନିହାର ସୋରେନଙ୍କଠାରୁ ୨୦,୮୧୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ବୀରମିତ୍ରପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ସ୍ୱାଧୀନ ଜର୍ଜ ତିର୍କୀ ୪୫,୧୩୨ ୩୬.୩୮ -
ଝାମୁମୋ ନିହାର ସୋରେନ ୨୪,୩୨୧ ୧୯.୬୦ -
ବିଜଦ ସଞ୍ଜିବ ପ୍ରତାପ ସିଂହଦେଓ ୧୯,୬୬୫ ୧୫.୮୫ -
ଭାଜପା ରାଇସନ ତିର୍କୀ ୧୨,୭୪୮ ୧୦.୨୭ -
କଂଗ୍ରେସ ସେରୋଫିନା ଟପ୍ପୋ ୧୨,୪୩୧ ୧୦.୦୨ -
ଝାଡ଼ଖଣ୍ଡ ପାର୍ଟି ଥିଓଫିଲ ତିର୍କୀ ୨,୫୫୨ ୨.୦୬ -
ବସପା ଗଣ୍ଡୃ ବାର୍ଲା ୨,୫୩୫ ୨.୦୪ -
ସ୍ୱାଧୀନ ସାହାଣ ମୁଣ୍ଡାରୀ ୧,୯୧୧ ୧.୫୪ -
କୋଶଳ କ୍ରାନ୍ତି ଦଳ ରାମଚନ୍ଦ୍ର ଅମାତ ୯୭୪ ୦.୭୯ -
ସ୍ୱାଧୀନ ପ୍ରଦୀପ ମିଞ୍ଜ ୯୧୭ ୦.୭୪ -
ସ୍ୱାଧୀନ ଆଲବର୍ଟ ଜର୍ଜ ତିର୍କୀ ୮୮୫ ୦.୭୧ -
ଭୋଟ ବ୍ୟବଧାନ ୨୦,୮୧୧ ୧୬.୭୭* -
ମତଦାନ ହାର ୧,୨୪,୧୧୬ ୬୮.୭୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୭୪ରୁ ୨୦୦୯ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର ସମ୍ପାଦନା

  1. "Biramitrapur Assembly Election 2009, Orissa". empoweringindia.org. Retrieved 26 May 2013. Constituency: Biramitrapur (10) District : Sundargarh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 138-Biramitrapur Constituency of ORISSA". eci.nic.in. 2006. Retrieved 26 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf