ବ୍ରହ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ବ୍ରହ୍ମପୁର (କ୍ରମିକ ସଂଖ୍ୟା: ୧୩୩) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ରହ୍ମପୁର (ମ)ର ୱାର୍ଡ଼ ୧ଠାରୁ ୨୪ ପର୍ଯ୍ୟନ୍ତ ।[୨][୩]

ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୩,୪୪୪
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କଠାରୁ ୧୦୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କଠାରୁ ୩,୮୪୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ବ୍ରହ୍ମପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୩୮,୪୦୭ ୪୬.୬୮ -
କଂଗ୍ରେସ ବିକ୍ରମ କୁମାର ପଣ୍ଡ ୩୪,୫୬୩ ୪୨.୦୧ -
ଭାଜପା ରାମ ଚନ୍ଦ୍ର ପଣ୍ଡା ୬,୫୧୫ ୭.୯୨ -
ବସପା ଅଶୋକ କୁମାର ପଣ୍ଡ ୧,୧୭୪ ୧.୪୩ -
ସ୍ୱାଧୀନ ସମିର ରଞ୍ଜନ ପଟ୍ଟନାୟକ ୪୨୧ ୦.୫୧ -
ସ୍ୱାଧୀନ ଡ. ରାମହରି ଖଣ୍ଡୁଆଳ ୩୪୫ ୦.୪୨ -
ସପା ସରୋଜ କୁମାର ପଟ୍ଟନାୟକ ୩୦୯ ୦.୩୮ -
ସମୃଦ୍ଧ ଓଡ଼ିଶା ସୁଶାନ୍ତ ପଣ୍ଡ ୨୮୭ ୦.୦ -
ସ୍ୱାଧୀନ ଶ୍ୟାମ ସୁନ୍ଦର ପଟ୍ଟନାୟକ ୨୫୮ ୦.୩୧ -
ଭୋଟ ବ୍ୟବଧାନ ୩,୮୪୪ ୪.୬୭* -
ମତଦାନ ହାର ୮୨,୨୯୩ ୪୮.୧୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Berhampur Assembly Election 2009, Orissa". empoweringindia.org. Retrieved 8 June 2013. Constituency: Berhampur (133) District : Ganjam
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 3844
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 75-Berhampur Constituency of ORISSA". eci.nic.in. 2006. Retrieved 8 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf