ଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଓଡ଼ିଶା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଖୋର୍ଦ୍ଧା (କ୍ରମା ଅଙ୍କ.: ୧୧୭) ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଆସେ। [୨]
ଖୋର୍ଦ୍ଧା ବିଧାନ ସଭା ମଣ୍ଡଳୀ | |
---|---|
Legislative Assembly of Odisha constituency | |
District | Khordha |
Blocks | Khordha, Tangi |
Electorate | 2,13,691[୧][a] |
Major settlements | Khordha |
Current constituency | |
Created | 1951 |
MLA | Rajendra Kumar Sahoo |
Party | BJD |
Const. No. | 117 |
Lok Sabha Constituencies | Bhubaneswar |
ଏହି ବିଧାନ ସଭା ମଣ୍ଡଳୀରେ ଖୋର୍ଦ୍ଧା, ଖୋର୍ଦ୍ଧା ବ୍ଲକ ଓ ୮ଟି ଗ୍ରାମ ପଞ୍ଚାୟତ ଆସେ। ୮ଟି ଗ୍ରାମ ପଞ୍ଚାୟତ ହେଲା:
- ପଲ୍ଲା-ତୋଟାପଡ଼ା
- ବାଜପୁର
- ନିଝିଗଡପାଟଣା
- କାନପୁର
- ଧଉଳିମୁହଁ
- ବ୍ରଜମୋହନପୁର
- ନରଣଗଡ
- ଗୋଡିପଡା
- ଜଙ୍କିଆ
- ଗୋଳବାଇ
- ଓରାବର
- କୁରାଢମଳ
- ବାଙ୍ଗିଡା ଓ
- କାଇପଦର ଆସେ।
ନିର୍ବାଚିତ ସଦସ୍ୟସମ୍ପାଦନ କରନ୍ତୁ
- ୨୦୧୯: (୧୧୭): ଜ୍ୟୋତିନ୍ଦ୍ର ନାଥ ମିତ୍ର (ବିଜେଡି)
- ୨୦୧୪: (୧୧୭): ରାଜେନ୍ଦ୍ର କୁମାର ସାହୁ (ବିଜେଡି)
- ୨୦୦୯: (୧୧୭): ରାଜେନ୍ଦ୍ର କୁମାର ସାହୁ (ସ୍ୱାଧୀନ)
- ୨୦୦୪: (୫୯): ଜ୍ୟୋତିନ୍ଦ୍ର ନାଥ ମିତ୍ର (ବିଜେଡି)
- ୨୦୦୦: (୫୯): ଜ୍ୟୋତିନ୍ଦ୍ର ନାଥ ମିତ୍ର (ସ୍ୱାଧୀନ)
- ୧୯୯୮: (ଉପ): ଦିଲ୍ଲୀପ ଶ୍ରୀଚନ୍ଦନ (କଂଗ୍ରେସ)
- ୧୯୯୫: (୫୯): ପ୍ରସନ୍ନ କୁମାର ପାଟ୍ଟଶାଣୀ (ଜନତା ଦଳ)
- ୧୯୯୦: (୫୯): ପ୍ରସନ୍ନ କୁମାର ପାଟ୍ଟଶାଣୀ (ଜନତା ଦଳ)
- ୧୯୮୫: (୫୯): ଜାନକୀ ବଲ୍ଲଭ ପଟ୍ଟନାୟକ (କଂଗ୍ରେସ)
- ୧୯୮୦: (୫୯): ପ୍ରସନ୍ନ କୁମାର ପାଟ୍ଟଶାଣୀ (କଂଗ୍ରେସ-ଇ)
- ୧୯୭୭: (୫୯): ସୁଦର୍ଶନ ମହାନ୍ତି (ଜନତା ପାର୍ଟି)
- ୧୯୭୪: (୫୯): ବେଣୁଧର ବଳିଆରସିଂହ (କଂଗ୍ରେସ)
- ୧୯୭୧: (୫୫): ବେଣୁଧର ବଳିଆରସିଂହ (JAC)
- ୧୯୬୭: (୫୫): ରାଜା ବୀରକିଶୋର ଦେବ (JAC)
- ୧୯୬୧: (୮୭): ବନମାଳି ପଟ୍ଟନାୟକ (କଂଗ୍ରେସ)
- ୧୯୫୭: (୬୦): ପ୍ରାଣନାଥ ପଟ୍ଟନାୟକ (ଭାରତୀୟ କମ୍ୟୁନିଷ୍ଟ ପାର୍ଟି)
- ୧୯୫୧: (୯୦): ମାଧବ ଚନ୍ଦ୍ର ରାଉତରାୟ (କଂଗ୍ରେସ)
୨୦୧୪ ନିର୍ବାଚନସମ୍ପାଦନ କରନ୍ତୁ
୨୦୧୪ ନିର୍ବାଚନରେ ରାଜେନ୍ଦ୍ର ସାହୁ (ବିଜେଡି) ନିଜ ପ୍ରତିଦ୍ୱନ୍ଦୀ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କୁ ୬,୫୯୭ ଭୋଟରେ ହରେଇଥିଲେ।
୨୦୦୯ ନିର୍ବାଚନସମ୍ପାଦନ କରନ୍ତୁ
୨୦୦୯ ନିର୍ବାଚନରେ ଜ୍ୟୋତିନ୍ଦ୍ର ନାଥ ମିତ୍ର ନିଜ ପ୍ରତିଦ୍ୱନ୍ଦୀ ରାଜେନ୍ଦ୍ର ସାହୁଙ୍କ (ସ୍ୱାଧୀନ)ଠାରୁ ୩,୨୩୫ ଭୋଟରେ ହାରିଥିଲେ।[୬]
ନୋଟସମ୍ପାଦନ କରନ୍ତୁ
- ↑ as on 1 January 2014
ଆଧାରସମ୍ପାଦନ କରନ୍ତୁ
- ↑ "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
- ↑ "Orissa Assembly Election 2009". empoweringindia.org.
- ↑ Assembly Constituencies and their Extent
- ↑ Seats of Odisha
- ↑ "59 - Khurda Assembly Constituency". eci.nic.in. 2006. Retrieved 22 April 2014.
List Of Winning Candidates
- ↑ "Orissa Election Result 2009 With Vote Margin". leadtech.in.