ଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଓଡ଼ିଶା ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଖୋର୍ଦ୍ଧା (କ୍ରମା ଅଙ୍କ.: ୧୧୭)   ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଆସେ। []

ଖୋର୍ଦ୍ଧା ବିଧାନ ସଭା ମଣ୍ଡଳୀ
Legislative Assembly of Odisha constituency
DistrictKhordha
BlocksKhordha, Tangi
Electorate2,13,691[][a]
Major settlementsKhordha
Current constituency
Created1951
MLARajendra Kumar Sahoo
PartyBJD
Const. No.117
Lok Sabha ConstituenciesBhubaneswar

ଏହି ବିଧାନ ସଭା ମଣ୍ଡଳୀରେ ଖୋର୍ଦ୍ଧା, ଖୋର୍ଦ୍ଧା ବ୍ଲକ ଓ ୮ଟି ଗ୍ରାମ ପଞ୍ଚାୟତ ଆସେ। ୮ଟି ଗ୍ରାମ ପଞ୍ଚାୟତ ହେଲା:

  1. ପଲ୍ଲା-ତୋଟାପଡ଼ା
  2. ବାଜପୁର
  3. ନିଝିଗଡପାଟଣା
  4. କାନପୁର
  5. ଧଉଳିମୁହଁ
  6. ବ୍ରଜମୋହନପୁର
  7. ନରଣ‌ଗଡ
  8. ଗୋଡିପଡା
  9. ଜଙ୍କିଆ
  10. ଗୋଳବାଇ
  11. ଓରାବର
  12. କୁରାଢମଳ
  13. ବାଙ୍ଗିଡା ଓ 
  14. କାଇପଦର ଆସେ।

[][]

ନିର୍ବାଚିତ ସଦସ୍ୟ

ସମ୍ପାଦନା
ବିଜୟୀ ପାର୍ଥିଙ୍କ ଭୋଟ ଭାଗ []
୨୦୧୪
  
୪୫.୬୨%
୨୦୦୯
  
୨୮.୮୫%
୨୦୦୪
  
୪୯.୭୦%
୨୦୦୦
  
୩୪.୮୪%
୧୯୯୫
  
୪୫.୬୦%
୧୯୯୦
  
୬୫.୩୭%
୧୯୮୫
  
୬୭.୬୨%
୧୯୮୦
  
୪୮.୭୬%
୧୯୭୭
  
୩୫.୫୦%

୨୦୧୪ ନିର୍ବାଚନ

ସମ୍ପାଦନା

୨୦୧୪ ନିର୍ବାଚନରେ ରାଜେନ୍ଦ୍ର ସାହୁ (ବିଜେଡି) ନିଜ ପ୍ରତିଦ୍ୱନ୍ଦୀ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କୁ ୬,୫୯୭ ଭୋଟରେ ହରେଇଥିଲେ।  

୨୦୦୯ ନିର୍ବାଚନ

ସମ୍ପାଦନା

୨୦୦୯ ନିର୍ବାଚନରେ ଜ୍ୟୋତିନ୍ଦ୍ର ନାଥ ମିତ୍ର ନିଜ ପ୍ରତିଦ୍ୱନ୍ଦୀ ରାଜେନ୍ଦ୍ର ସାହୁଙ୍କ (ସ୍ୱାଧୀନ)ଠାରୁ ୩,୨୩୫ ଭୋଟରେ ହାରିଥିଲେ।[]

  1. as on 1 January 2014
  1. "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
  2. "Orissa Assembly Election 2009"[permanent dead link]. empoweringindia.org.
  3. Assembly Constituencies and their Extent
  4. Seats of Odisha
  5. "59 - Khurda Assembly Constituency". eci.nic.in. 2006. Retrieved 22 April 2014. List Of Winning Candidates
  6. "Orissa Election Result 2009 With Vote Margin" Archived 2013-05-27 at the Wayback Machine.. leadtech.in.

ବାହାର ଆଧାର

ସମ୍ପାଦନା