ପାଟଣାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ପାଟଣାଗଡ଼ (କ୍ରମିକ ସଂଖ୍ୟା: ୬୭) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାଟଣାଗଡ଼ (ବି), ପାଟଣାଗଡ଼ ବ୍ଳକ, ଖପ୍ରାଖୋଲ ବ୍ଳକ ଓ ବେଲପଡ଼ା ବ୍ଳକ ।[୨][୩]
ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୫୨,୭୩୮ |
ଜିଲ୍ଲା: | ବଲାଙ୍ଗୀର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବଲାଙ୍ଗୀର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ ବିଜୁ ଜନତା ଦଳ ପ୍ରାର୍ଥିନୀ ପ୍ରକୃତି ଦେବୀ ସିଂହଦେଓଙ୍କଠାରୁ ୧୩୬୫୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ, ବିଜୁ ଜନତା ଦଳ ପ୍ରାର୍ଥୀ ପୃକୃତି ଦେବୀ ସିଂହ ଦେଓଙ୍କଠାରୁ ୧୯,୩୮୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ପାଟଣାଗଡ଼ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ଭାଜପା | କନକ ବର୍ଦ୍ଧନ ସିଂହ ଦେଓ | ୬୩,୯୯୬ | ୪୦.୩୧ | - | |
ବିଜଦ | ପ୍ରକୃତି ଦେବୀ ସିଂହ ଦେଓ | ୪୪,୬୧୪ | ୨୮.୧୦ | - | |
କଂଗ୍ରେସ | ବିବେକାନନ୍ଦ ମେହେର | ୩୮,୩୫୦ | ୪,୫୯୩ | - | |
ସମୃଦ୍ଧ ଓଡ଼ିଶା | ବସନ୍ତ ମାଝି | ୪,୫୯୩ | ୪,୫୯୩ | - | |
କୋଶଳ କ୍ରାନ୍ତି ଦଳ | ବୈଦ୍ୟନାଥ ମିଶ୍ର | ୨,୨୮୪ | ୧.୪୪ | - | |
ସ୍ୱାଧୀନ | ମୋହନ ସୁନ୍ଦର ମେହେର | ୧,୭୮୭ | ୧.୧୩ | - | |
ସ୍ୱାଧୀନ | ଜୟ ସୁଦାନ ବରିହା | ୧,୭୬୧ | ୧.୧୧ | - | |
ରିସୋପା | ରଞ୍ଜିତ ସିଂହ ବାବୁ | ୧,୩୮୪ | ୦.୮୭ | - | |
ଭୋଟ ବ୍ୟବଧାନ | ୧୯,୩୮୨ | ୧୨.୨୧* | - | ||
ମତଦାନ ହାର | ୧,୫୮,୮୨୬ | ୬୭.୪୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ ସମ୍ପାଦନା
୧୯୫୧ରୁ ୨୦୧ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]
- ୨୦୧୯: ସରୋଜ କୁମାର ମେହେର (ବିଜେଡି)
- ୨୦୧୪: କନକ ବର୍ଦ୍ଧନ ସିଂହ ଦେଓ (ଭାଜପା)
- ୨୦୦୯: (୬୭): କନକ ବର୍ଦ୍ଧନ ସିଂହ ଦେଓ (ଭାଜପା)
- ୨୦୦୪: (୧୦୮): କନକ ବର୍ଦ୍ଧନ ସିଂହ ଦେଓ (ଭାଜପା)
- ୨୦୦୦: (୧୦୮): କନକ ବର୍ଦ୍ଧନ ସିଂହ ଦେଓ (ଭାଜପା)
- ୧୯୯୫: (୧୦୮): କନକ ବର୍ଦ୍ଧନ ସିଂହ ଦେଓ (ଭାଜପା)
- ୧୯୯୦: (୧୦୮): ବିବେକାନନ୍ଦ ମେହେର (ଜନତା ଦଳ)
- ୧୯୮୫: (୧୦୮): ସୁଶିଳ କୁମାର ପୃଷ୍ଟି (କଂଗ୍ରେସ)
- ୧୯୮୦: (୧୦୮): ବ୍ରଜମୋହନ ଠାକୁର (କଂଗ୍ରେସ-ଇ)
- ୧୯୭୭: (୧୦୮): ବିବେକାନନ୍ଦ ମେହେର (ଜନତା)
- ୧୯୭୪: (୧୦୮): ଅଇଣ୍ଠୁ ସାହୁ (ସ୍ୱତନ୍ତ୍ର)
- ୧୯୭୧: (୧୦୫): ଅଇଣ୍ଠୁ ସାହୁ (ସ୍ୱତନ୍ତ୍ର)
- ୧୯୬୭: (୧୦୫): ଅଇଣ୍ଠୁ ସାହୁ (ସ୍ୱତନ୍ତ୍ର)
- ୧୯୬୧: (୪୪): ରମେଶ ଚନ୍ଦ୍ର ସିଂହ ଭୋଇ (ଗଣ ପରିଷଦ)
- ୧୯୫୭: (୩୧): ଆଶାରାମ ଭୋଇ (ଗଣ ପରିଷଦ) ଓ ଅଇଣ୍ଠୁ ସାହୁ (ଗଣ ପରିଷଦ)
- ୧୯୫୧: (୨୩): ଅର୍ଜୁନ ଦାସ (ଗଣ ପରିଷଦ) ଓ ଗଣେଶ ରାମ ବରିହା (ଗଣ ପରିଷଦ)
ଆଧାର ସମ୍ପାଦନା
- ↑ "Patnagarh Assembly Election 2009, Orissa". empoweringindia.org. Retrieved 11 June 2013.
Constituency: Patnagarh (67) District : Bolangir
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
19382
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 108-Patnagarh Constituency of ORISSA". eci.nic.in. 2006. Retrieved 11 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf