ବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ବରଗଡ଼ (କ୍ରମିକ ସଂଖ୍ୟା: ୩) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବେଶ ଅାଚାର୍ଯ୍ୟ ଭାରତୀୟ ଜାତୀୟ କଂଗ୍ରେସ ପାର୍ଥୀ ସାଧୁ ନେପାକଙ୍କଠାରୁ ୧୩୨୦୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୧] ବିଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାଧୁ ନେପାକ, ବିଜୁ ଜନତା ଦଳ ପ୍ରାର୍ଥୀ ଆନନ୍ଦ ଆଚାର୍ଯ୍ୟଙ୍କଠାରୁ ପ୍ରାୟ ୨୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । [୨]

ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା:
ଜିଲ୍ଲା: ବରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବରଗଡ଼ (ପୌ), ବରଗଡ଼ ବ୍ଳକ, ବରପାଲୀ ବ୍ଳକ ଅନ୍ତର୍ଗତ କିଛି ଅଞ୍ଚଳ ।

ନିର୍ବାଚିତ ବିଧାୟକ ସମ୍ପାଦନା

ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୩]

ଆଧାର ସମ୍ପାଦନା

  1. ୧.୦ ୧.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  2. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  3. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ ସମ୍ପାଦନା