ଜଳେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

(ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଜଳେଶ୍ୱର (କ୍ରମିକ ସଂଖ୍ୟା: ୩୫) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜଳେଶ୍ୱର (ବି), ଜଳେଶ୍ୱର ବ୍ଳକ ଓ ବସ୍ତା ବ୍ଳକର ବ୍ଳକର କିଛି ଅଂଶ ।[୧][୨]

ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୩,୨୩୫
ଜିଲ୍ଲା: ବାଲେଶ୍ୱର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବାଲେଶ୍ୱର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସନ୍ନ ଚାନ୍ଦଙ୍କଠାରୁ ୩୩୮୬୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ।[୩]

ଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ଚଣ୍ଡ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅଶ୍ୱିନି କୁମାର ପାତ୍ରଙ୍କଠାରୁ ପ୍ରାୟ ୬,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳସମ୍ପାଦନ କରନ୍ତୁ

୨୦୦୯ ବିଧାନ ସଭା ନିର୍ବାଚନ, ଜଳେଶ୍ୱର [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଦେବୀ ପ୍ରସାଦ ଚଣ୍ଡ ୫୯,୬୮୫ ୪୦.୯୫ -
ଭାଜପା ଅଶ୍ୱିନି କୁମାର ପାତ୍ର ୫୩,୩୮୧ ୩୬.୬୩ N/A
ସ୍ୱାଧୀନ ଗୌର ଗୋପାଳ ଦାସ ୨୦,୨୫୧ ୧୩.୮୯ N/A
କମ୍ୟୁନିଷ୍ଟ (ମାର୍କ୍ସବାଦୀ) ଶିଶିର କୁମାର ହୁଇ ୭,୧୧୮ ୪.୮୮ N/A
ଝାମୁମୋ ଶ୍ୟାମ ସୁନ୍ଦର ମାରାଣ୍ଡି ୧,୦୦୨ ୦.୬୯ N/A
ସ୍ୱାଧୀନ ମଧୁସୂଦନ ଜତି ୮୯୪ ୦.୬୧ N/A
ସ୍ୱାଧୀନ ଅଭିଜିତ ପ୍ରଧାନ ୮୪୨ ୦.୫୮ N/A
ସମୃଦ୍ଧ ଓଡ଼ିଶା ବ୍ରଜ ଗୋପାଳ ରାଉତ ୭୯୫ ୦.୫୫ N/A
ଝାଡିପା ପ୍ରଭାକର ହାଁସଦା ୬୮୫ ୦.୪୭ N/A
ସପା ଅକ୍ଷୟ କର ୬୨୪ ୦.୪୩ N/A
ବସପା ସଞ୍ଜିତ ଦାସ ୪୬୮ ୦.୩୨ N/A
ଭୋଟ ବ୍ୟବଧାନ ୬,୩୦୪ ୪.୩୩* -
ମତଦାନ ହାର ୧,୪୫,୭୭୦ ୭୧.୦୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣସମ୍ପାଦନ କରନ୍ତୁ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାରସମ୍ପାଦନ କରନ୍ତୁ

  1. Assembly ନିର୍ବାଚନ ମଣ୍ଡଳୀ and their EXtent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf