ନୂଆପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ନୂଆପଡ଼ା (କ୍ରମିକ ସଂଖ୍ୟା: ୭୧) ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଖଡ଼ିଆଳ ରୋଡ (ବି), ନୂଆପଡ଼ା ବ୍ଳକ ଓ କୋମନା ବ୍ଳକ ।[୧][୨]
ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୭,୨୨୧ |
ଜିଲ୍ଲା: | ନୂଆପଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଳାହାଣ୍ଡି |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: |
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ବିଜୁ ଜନତା ଦଳ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ୯୬୧୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡାଙ୍କଠାରୁ ୨୨,୬୨୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
୨୦୦୯ ନିର୍ବାଚନ ଫଳାଫଳସମ୍ପାଦନ କରନ୍ତୁ
୨୦୦୯ ବିଧାନ ସଭା ନିର୍ବାଚନ, ନିର୍ବାଚନ ମଣ୍ଡଳୀ [୫] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରାଜେନ୍ଦ୍ର ଢୋଲକିଆ | ୫୬,୮୭୪ | ୪୧.୬୨ | - | |
ଭାଜପା | ବସନ୍ତ କୁମାର ପଣ୍ଡା | ୩୪,୨୫୪ | ୨୫.୦୭ | - | |
କଂଗ୍ରେସ | ସରୋଜ କୁମାର ସାହୁ | ୨୨,୪୫୦ | ୧୬.୪୩ | - | |
ବସପା | ଘାସି ରାମ ମାଝି | ୧୭,୮୨୩ | ୧୩.୦୪ | - | |
ସମୃଦ୍ଧ ଓଡ଼ିଶା | ସୁରେନ୍ଦ୍ର ପ୍ରସାଦ ପଣ୍ଡା | ୩,୧୯୨ | ୨.୩୪ | - | |
ଆରପିଆଇ (ଆ) | ନିତ୍ୟାନନ୍ଦ ଭୋଇ | ୨,୦୫୬ | ୧.୫୦ | - | |
ଭୋଟ ବ୍ୟବଧାନ | ୨୨,୬୨୦ | ୧୬.୫୫* | - | ||
ମତଦାନ ହାର | ୧,୩୬,୬୫୬ | ୬୯.୨୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣସମ୍ପାଦନ କରନ୍ତୁ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]
- ୨୦୧୯: (୭୧):ରାଜେନ୍ଦ୍ର ଢୋଲକିଆ (ବିଜଦ)
- ୨୦୧୪: ବସନ୍ତ କୁମାର ପଣ୍ଡା (ଭାଜପା)
- ୨୦୦୯: (୭୧):ରାଜେନ୍ଦ୍ର ଢୋଲକିଆ (ବିଜଦ)
- ୨୦୦୪: (୯୪): ରାଜେନ୍ଦ୍ର ଢୋଲକିଆ (ସ୍ୱାଧୀନ)
- ୨୦୦୦: (୯୪): ବସନ୍ତ କୁମାର ପଣ୍ଡା (ଭାଜପା)
- ୧୯୯୭: (୯୪): ଜଗନ୍ନାଥ ପଟ୍ଟନାୟକ (କଂଗ୍ରେସ)
- ୧୯୯୫: (୯୪): ଘାସିରାମ ମାଝି (ଜନତା ଦଳ)
- ୧୯୯୦: (୯୪): ଘାସିରାମ ମାଝି (ଜନତା ଦଳ)
- ୧୯୮୫: (୯୪): ଘାସିରାମ ମାଝି (ଜନତା)
- ୧୯୮୦: (୯୪): ଭାନୁପ୍ରକାଶ ଯୋଶୀ (କଂଗ୍ରେସ-ଇ)
- ୧୯୭୭: (୯୪): ଘାସିରାମ ମାଝି (ଜନତା)
- ୧୯୭୪: (୯୪): ଜଗନ୍ନାଥ ପଟ୍ଟନାୟକ (କଂଗ୍ରେସ)
- ୧୯୭୧: (୮୮): ଘାସିରାମ ମାଝି (ସ୍ୱତନ୍ତ୍ର)
- ୧୯୬୭: (୮୮): ଓଁକାର ସିଂହ ମାଝି (କଂଗ୍ରେସ)
- ୧୯୬୧: (୪୦): ଘାସିରାମ ମାଝି (ସ୍ୱତନ୍ତ୍ର)
- ୧୯୫୭: (୪୦): ଘାସିରାମ ମାଝି (କଂଗ୍ରେସ)
- ୧୯୫୧: (୨୧): ଅନୁପ ସିଂହ ଦେଓ (କଂଗ୍ରେସ) ଓ ଚୈତନ ମାଝି (କଂଗ୍ରେସ)
ଆଧାରସମ୍ପାଦନ କରନ୍ତୁ
- ↑ Assembly Constituencies and their Extent
- ↑ Seats of Odisha
- ↑ ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf