ସାରସକଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ସାରସକଣା (କ୍ରମିକ ସଂଖ୍ୟା: ୨୭) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସାରସକଣା ବ୍ଳକ, ବିଜାତଳା ବ୍ଳକ, ବିଶୋଇ ବ୍ଳକ ଓ କୁସୁମି ବ୍ଳକର କିଛି ଅଂଶ ।[୧][୨]

ସାରସକଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୨,୯୩୨
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଦବ ହାଁସଦା ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କଠାରୁ ୩୮୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରାର୍ଥୀ ରାମ ଚନ୍ଦ୍ର ହାଁସଦା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ରାମ ଚନ୍ଦ୍ର ମୁର୍ମୁଙ୍କଠାରୁ ୧୪,୫୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ସାରସକଣା [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ରାକପା ରାମ ଚନ୍ଦ୍ର ହାଁସଦା ୩୯,୮୩୨ ୩୫.୭୫ -
ଝାମୁମୋ ରାମଚନ୍ଦ୍ର ମୁର୍ମୁ ୨୫,୨୪୨ ୨୨.୬୫ -
ଭାଜପା ମାଝିରାମ ଟୁଡୁ ୧୭,୬୫୭ ୧୫.୮୫ -
କଂଗ୍ରେସ ସନାତନ ମୁଣ୍ଡା ୧୬,୬୬୭ ୧୪.୯୬ -
ସ୍ୱାଧୀନ ବୀରସିଂ ସାମାଡ଼ ୩,୬୯୦ ୩.୩୧ -
ସ୍ୱାଧୀନ କାଳୁରାମ ମୁର୍ମୁ ୨,୦୨୧ ୧.୮୧ -
ସପା ଦୁର୍ଗା ଚରଣ ନାୟକ ୧,୭୬୪ ୧.୫୮ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ହରିମୋହନ ନାୟକ ୧,୭୧୩ ୧.୫୪ -
ଝାଡ଼ଖଣ୍ଡ ଦିଶମ ପାର୍ଟି କୁଆଁର ସୋରେନ ୧,୪୬୫ ୧.୩୧ -
ସ୍ୱାଧୀନ ଦୁଲାରୀ ସୋରେନ ୧,୩୭୩ ୧.୨୩ -
ଭୋଟ ବ୍ୟବଧାନ ୧୪,୫୯୦ ୧୩.୦୯* -
ମତଦାନ ହାର ୧,୧୧,୫୧୬ ୬୯.୮୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ କେବଳ ୨ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ହେଲେ:[୩]

ଆଧାର ସମ୍ପାଦନା

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013. 14590
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf