ବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ବାରିପଦା (କ୍ରମିକ ସଂଖ୍ୟା: ୩୩) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାରିପଦା (ପୌ), ବାରିପଦା ବ୍ଳକ, ଖୁଣ୍ଟା ବ୍ଳକ ଓ ବଡ଼ସାହି ବ୍ଳକର କିଛି ଅଞ୍ଚଳ ।[୨][୩]
ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୧,୨୯୯ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିଶାମଣି ବାସ୍କାଙ୍କଠାରୁ ୧୭୧୧୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଭାଦଭ ହାଁସଦାଙ୍କଠାରୁ ୪,୭୬୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ବାରିପଦା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସାନନ୍ଦ ମାରାଣ୍ଡି | ୩୩,୮୪୦ | ୨୯.୬୬ | - | |
ଝାମୁମୋ | ଭାଦଭ ହାଁସଦା | ୨୯,୦୮୦ | ୨୫.୪୯ | - | |
ଭାଜପା | ଗୋଲକ ବିହାରୀ ନାୟକ | ୨୬,୯୪୦ | ୨୩.୬୧ | - | |
କଂଗ୍ରେସ | କାହ୍ନୁ ସୋରେନ | ୧୬,୯୭୯ | ୧୪.୮୮ | - | |
ସ୍ୱାଧୀନ | ଶୋଭାକର ନାୟକ | ୧,୯୩୭ | ୧.୭୦ | - | |
ସମୃଦ୍ଧ ଓଡ଼ିଶା | ନନ୍ଦ କିଶୋର ହାଁସଦା | ୧,୨୮୭ | ୧.୧୩ | - | |
ସ୍ୱାଧୀନ | ରୂପଚାନ୍ଦ ସୋରେନ | ୮୪୯ | ୦.୭୪ | - | |
ବସପା | ପୂର୍ଣ୍ଣଚନ୍ଦ୍ର ନାୟକ | ୭୭୨ | ୦.୬୮ | - | |
ସପା | କବିତା ନାୟକ | ୭୧୧ | ୦.୬୨ | - | |
ସ୍ୱାଧୀନ | ବିନତା ନାୟକ | ୬୯୩ | ୦.୬୧ | - | |
କଳିଙ୍ଗ ସେନା | ଲମ୍ବୋଦର ସିଂ | ୫୨୭ | ୦.୪୬ | - | |
ସ୍ୱାଧୀନ | ନବିନ ଚନ୍ଦ୍ର ମାଝି | ୪୮୭ | ୦.୪୩ | - | |
ଭୋଟ ବ୍ୟବଧାନ | ୪,୭୬୦ | ୪.୧୭* | - | ||
ମତଦାନ ହାର | ୧,୧୪,୨୧୩ | ୬୮.୨୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]
- ୨୦୧୯: ପ୍ରକାଶ ସୋରେନ (ବିଜେପି)
- ୨୦୧୪: ସାନନ୍ଦ ମାରାଣ୍ଡି (ବିଜଦ)
- ୨୦୦୯: (୩୩): ସାନନ୍ଦ ମାରାଣ୍ଡି (ବିଜଦ)
- ୨୦୦୪: (୭): ବିମଳ ଲୋଚନ ଦାସ (ଝାମୁମୋ)
- ୨୦୦୦: (୭): କିଶୋର ଦାଶ (ଝାମୁମୋ)
- ୧୯୯୫: (୭): ପ୍ରସନ୍ନ କୁମାର ଦାଶ (କଂଗ୍ରେସ)
- ୧୯୯୦: (୭): ଛତିଶ ଚନ୍ଦ୍ର ଧଳ (ଜନତା ଦଳ)
- ୧୯୮୫: (୭): ପ୍ରସନ୍ନ କୁମାର ଦାଶ (କଂଗ୍ରେସ)
- ୧୯୮୦: (୭): ପ୍ରସନ୍ନ କୁମାର ଦାଶ (କଂଗ୍ରେସ)
- ୧୯୭୭: (୭): ପ୍ରସନ୍ନ କୁମାର ଦାଶ (କଂଗ୍ରେସ)
- ୧୯୭୪: (୭): ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ (ସ୍ୱାଧୀନ)
- ୧୯୭୧: (୬): ପ୍ରମୋଦ ଚନ୍ଦ୍ର ଭଞ୍ଜ ଦେଓ (ସ୍ୱାଧୀନ)
- ୧୯୬୭: (୬): ସନ୍ତୋଷ କୁମାର ସାହୁ (କଂଗ୍ରେସ)
- ୧୯୬୧: (୧୩୯): ସନ୍ତୋଷ କୁମାର ସାହୁ (କଂଗ୍ରେସ)
- ୧୯୫୭: (୧୦୦): ହରିହର ମହାନ୍ତି (ପ୍ରଜା ସ୍ୱତନ୍ତ୍ର ପାର୍ଟି) ଓ ସମଲ ମାଝି (ସ୍ୱାଧୀନ)
- ୧୯୫୧: (୪୬): ଗିରିଶ ଚନ୍ଦ୍ର ରାୟ (ସୋସିଆଲିଷ୍ଟ) ଓ ସୁରେନ୍ଦ୍ର ସିଂହ (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Baripada Assembly Election 2009, Orissa". empoweringindia.org. Archived from the original on 21 February 2014. Retrieved 29 May 2013.
Constituency: Baripada (33) District : Mayurbhanj
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013.
4760
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 7-Baripada Constituency of ORISSA". eci.nic.in. 2006. Retrieved 29 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf