ପର୍ଜଙ୍ଗ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ପର୍ଜଙ୍ଗ (କ୍ରମିକ ସଂଖ୍ୟା: ୫୮) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପର୍ଜଙ୍ଗ ବ୍ଳକ, କଙ୍କଡ଼ାହାଡ଼ ବ୍ଳକ ଓ କାମାକ୍ଷାନଗର ବ୍ଳକର କିଛି ଅଞ୍ଚଳ ।[୨][୩]

ପର୍ଜଙ୍ଗ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୦,୦୪୮
ଜିଲ୍ଲା: ଢେଙ୍କାନାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନୃସିଂହ ସାହୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ପ୍ରଧାନଙ୍କଠାରୁ ୩୦୫୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡ. ନୃସିଂହ ସାହୁ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନଙ୍କଠାରୁ ୫,୧୮୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ପର୍ଜଙ୍ଗ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଡ. ନୃସିଂହ ସାହୁ ୪୮,୧୩୧ ୩୮.୭୩ -
ଭାଜପା ବିଭୁତି ଭୂଷଣ ପ୍ରଧାନ ୪୨,୯୪୩ ୩୪.୫୬ -
କଂଗ୍ରେସ ଲକ୍ଷ୍ମୀଧର ସାହୁ ୨୧,୦୪୮ ୧୬.୯୪ N/A
ସମୃଦ୍ଧ ଓଡ଼ିଶା ପ୍ରତାପ ଚନ୍ଦ୍ର ମାରାଣ୍ଡି ୭,୨୬୫ ୫.୮୫ -
କଳିଙ୍ଗ ସେନା ଅରୁପ ପରିଡ଼ା ୧,୫୧୦ ୧.୨୨ -
ବସପା ପ୍ରେମାନନ୍ଦ ସାହୁ ୧,୪୧୫ ୧.୧୪ -
ଆରପିଆଇ ରଞ୍ଜୁବାଳା ନାଏକ ୧,୧୨୭ ୦.୯୧ -
ଇଣ୍ଡିଆନ ଜଷ୍ଟିସ ପାର୍ଟି ବିଦ୍ୟାଧର ନାଏକ ୮୩୦ ୦.୬୭ -
ଭୋଟ ବ୍ୟବଧାନ ୫,୧୮୮ ୪.୧୭* -
ମତଦାନ ହାର ୧,୨୪,୨୭୭ ୬୯.୦୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।[୪]

  • ୨୦୧୯: ନୃସିଂହ ସାହୁ (ବିଜଦ)
  • ୨୦୧୪: ନୃସିଂହ ସାହୁ (ବିଜଦ)
  • ୨୦୦୯: (୫୮): ନୃସିଂହ ସାହୁ (ବିଜଦ)

ଆଧାର ସମ୍ପାଦନା

  1. "Parjanga Assembly Election 2009, Orissa". empoweringindia.org. Retrieved 9 June 2013. Constituency: Parjanga (58) District : Dhenkanal
  2. Assembly Constituencies and their EXtent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 5188
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf

ବାହାର ତଥ୍ୟ ସମ୍ପାଦନା