ମାହାଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ମାହାଙ୍ଗା (କ୍ରମିକ ସଂଖ୍ୟା: ୯୫) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମାହାଙ୍ଗା ବ୍ଳକ ଓ ନିଶ୍ଚିନ୍ତକୋଇଲି ବ୍ଳକର ।[୨][୩]

ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୩୬,୭୭୮
ଜିଲ୍ଲା: କଟକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: ୬୪
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ ଜେନା ଭାରତୀୟ ଜନତା ପାର୍ଟିର ପାର୍ଥି ସାରଦା ପ୍ରସାଦ ପ୍ରଧାନଙ୍କଠାରୁ ୨୯୫୮୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ ଜେନା ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନଙ୍କଠାରୁ ୨୭୮୭୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ ଜେନା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶେକ ମତଲୁବ ଅଲୀଙ୍କଠାରୁ ୨୯,୨୨୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳସମ୍ପାଦନ କରନ୍ତୁ

୨୦୦୯ ବିଧାନ ସଭା ନିର୍ବାଚନ, ମାହାଙ୍ଗା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରତାପ ଜେନା ୮୯,୬୨୮ ୫୬.୮୨ -
କଂଗ୍ରେସ ଶେକ ମତଲୁବ ଅଲୀ ୬୦,୪୦୮ ୩୮.୩୦ -
ଭାଜପା ଚୌଧୁରୀ ପ୍ରଭାତକେଶରୀ ମିଶ୍ର ୬,୦୫୦ ୩.୮୪ -
ତୃଣମୂଳ କଂଗ୍ରେସ ପ୍ରେମଲତା ରାଉତ ୮୯୦ ୦.୫୬ -
କଳିଙ୍ଗ ସେନା ଚିତ୍ତରଞ୍ଜନ ସାହୁ ୭୫୮ ୦.୪୮ -
ଭୋଟ ବ୍ୟବଧାନ ୨୯,୨୨୦ ୧୮.୫୨* -
ମତଦାନ ହାର ୧,୫୭,୭୪୭ ୭୦.୮୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣସମ୍ପାଦନ କରନ୍ତୁ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାରସମ୍ପାଦନ କରନ୍ତୁ

  1. "Mahanga Assembly Election 2009, Orissa". empoweringindia.org. Retrieved 17 June 2013. Constituency: Mahanga (95) District : Cuttack
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Retrieved 21 April 2013. 29220
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 40-Mahanga Constituency of ORISSA". eci.nic.in. 2006. Retrieved 17 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟସମ୍ପାଦନ କରନ୍ତୁ