ବେଗୁନିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବେଗୁନିଆ (କ୍ରମାଙ୍କ.: ୧୧୬) ଓଡ଼ିଶା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ବେଗୁନିଆ
ଓଡ଼ିଶା ବିଧାନ ସଭା constituency
DistrictKhordha
Blocksବେଗୁନିଆ, ବୋଲଗଡ
Electorate୧,୯୩,୯୨୦[a]
Current constituency
Created୧୯୫୭
MLAପ୍ରଶାନ୍ତ କୁମାର ଜଗଦେବ
Partyବିଜେଡି
Const. No.୧୧୬
Lok Sabha Constituenciesପ୍ରଶାନ୍ତ କୁମାର ଜଗଦେବ

ଏହି ବିଧାନ ସଭା ମଣ୍ଡଳୀରେ ବେଗୁନିଆ ବ୍ଲକ ଏବଂ ବୋଲଗଡ ବ୍ଲକ ଆସେ ।[୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦେବ ଆମ ଓଡ଼ିଶା ପାର୍ଟି ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କଠାରୁ ୪୩୪୨୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ନିର୍ବାଚିତ ସଦସ୍ୟଗଣ ସମ୍ପାଦନା

Vote share of Winning candidates [୪]
2014
  
51.46%
2009
  
38.73%
2004
  
47.71%
2000
  
42.70%
1995
  
45.85%
1990
  
58.80%
1985
  
59.99%
1980
  
47.08%
1977
  
34.49%

୧୯୫୭ରୁ ୨୦୧୪ ମଧ୍ୟରେ ଏଠାରେ ଚଉଦଟି ନିର୍ବାଚନ ଆୟୋଜିତ ହୋଇଛି । ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସଦସ୍ୟମାନେ ହେଉଛନ୍ତି:

୨୦୧୪ ନିର୍ବାଚନ ପ୍ରାର୍ଥୀଗଣ ସମ୍ପାଦନା

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କୁ ୧୦,୬୧୭ ଭୋଟରେ ହରେଇଥିଲେ ।

ସୂଚନାବଳୀ ସମ୍ପାଦନା

  1. as on 1 January 2014

ଆଧାର ସମ୍ପାଦନା

  1. Assembly Constituencies and their Extent
  2. Seats of Odisha
  3. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "60 - Begunia Assembly Constituency". eci.nic.in. 2006. Retrieved 22 April 2014. List Of Winning Candidates

ବାହାର ଆଧାର ସମ୍ପାଦନା