ଖୋର୍ଦ୍ଧା ଜିଲ୍ଲା
ଓଡ଼ିଶାର ଏକ ଜିଲ୍ଲା,ଭାରତ
ଖୋର୍ଦ୍ଧା ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଖୋର୍ଦ୍ଧା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।
ଖୋର୍ଦ୍ଧା | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ଖୋର୍ଦ୍ଧା |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୮ଟି ଆସନ
|
Area | |
• ଜିଲ୍ଲା | 2,887.5 km2 (1,114.9 sq mi) |
Population (୨୦୧୧) | |
• ଜିଲ୍ଲା | ୨୨୪୬୩୪୧ |
• Rank | ଓଡ଼ିଶାରେ ପଞ୍ଚମ (୫/୩୦) |
• Density | 799/km2 (2,070/sq mi) |
• Urban | ୧୦୮୦୭୨୧ |
• Rural | ୧୧୬୫୬୨୦ |
• ୬ ବର୍ଷରୁ କମ ଶିଶୁ | ୨୨୨୨୭୫ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୧ xxx |
ତାର (ଏସ୍.ଟି.ଡ଼ି) | ୦୬୭୪ |
ଯାନବାହାନ ପଞ୍ଚୀକରଣ | OD-02 |
Website | Official website |
ଇତିହାସ
ସମ୍ପାଦନା୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।
ଭୂଗୋଳ
ସମ୍ପାଦନାଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଆୟତନ ୨,୮୭.୫ ବର୍ଗ କିମି
ଅବସ୍ଥିତି
ସମ୍ପାଦନା- ପୂର୍ବରେ : ପୁରୀ ଜିଲ୍ଲା
- ପଶ୍ଚିମରେ: ନୟାଗଡ଼ ଜିଲ୍ଲା
- ଉତ୍ତରରେ : କଟକ ଜିଲ୍ଲା
- ଦକ୍ଷିଣରେ: ଗଞ୍ଜାମ ଜିଲ୍ଲା ଓ ଚିଲିକା ହ୍ରଦ ଅଛି
ମୁଖ୍ୟ ନଦୀ
ସମ୍ପାଦନାଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା [୧]ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି [୨] ।
- ପୁରୁଷ: ୧୧,୬୬,୯୪୯
- ମହିଳା: ୧୦,୭୯,୩୯୨
- ଛ ବର୍ଷରୁ କମ: ୨,୨୨,୨୭୫
- ସାକ୍ଷରତା ହାର: ୮୭.୫୧%
- ପୁରୁଷ: ୯୨.୫୫%
- ମହିଳା: ୮୨.୦୬%
ପ୍ରଶାସନିକ ବିଭାଗ
ସମ୍ପାଦନା- ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ଭୁବନେଶ୍ୱର ଓ ୨. ଖୋର୍ଦ୍ଧା ।
- ତହସିଲ: (୪): ୧. ବାଣପୁର, ବେଗୁନିଆ, ଭୁବନେଶ୍ୱର, ବୋଲଗଡ଼, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ ଓ ବାଲୁଗାଁ
- ବ୍ଳକ: (୧୦): ୧.ବାଲିଅନ୍ତା, ୨.ବାଲିପାଟଣା, ୩.ଜଟଣି, ୪.ଭୁବନେଶ୍ୱର, ୫.ବାଣପୁର, ୬.ବେଗୁନିଆ, ୭.ବୋଲଗଡ଼, ୮.ଚିଲିକା, ୯.ଖୋର୍ଦ୍ଧା ସଦର ଓ ୧୦.ଟାଙ୍ଗୀ
- ଗ୍ରାମ ପଞ୍ଚାୟତ: ୧୫୨
- ଗ୍ରାମ: ୧,୫୬୭
- ସହର: ୫
ରାଜନୀତି
ସମ୍ପାଦନାଲୋକ ସଭା ନିର୍ବାଚନ ମଣ୍ଡଳୀ
ସମ୍ପାଦନାବିଧାନ ସଭା ନିର୍ବାଚନ ମଣ୍ଡଳୀ
ସମ୍ପାଦନାଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:
- ଜୟଦେବ (୧୧୧)
- ଭୁବନେଶ୍ୱର(ମଧ୍ୟ) (୧୧୨)
- ଭୁବନେଶ୍ୱର(ଉତ୍ତର) (୧୧୩)
- ଭୁବନେଶ୍ୱର(ଏକାମ୍ର) (୧୧୪)
- ଜଟଣି (୧୧୫)
- ବେଗୁନିଆ (୧୧୬)
- ଖୋର୍ଦ୍ଧା (୧୧୭)
- ଚିଲିକା (୧୧୮)
ଦର୍ଶନୀୟ ସ୍ଥାନ
ସମ୍ପାଦନାଆଧାର
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନା- ଖୋର୍ଦ୍ଧା ଜିଲ୍ଲାର ସରକାରୀ ପୃଷ୍ଠା
- orissadiaryରେ ଖୋର୍ଦ୍ଧା ଜିଲ୍ଲା Archived 2012-02-11 at the Wayback Machine.
- orissa.oriyaonline.comରେ ଖୋର୍ଦ୍ଧା ଜିଲ୍ଲା Archived 2012-01-14 at the Wayback Machine.