ନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ନିମାପଡ଼ା (କ୍ରମିକ ସଂଖ୍ୟା: ୧୦୬) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନିମାପଡ଼ା (ବି), ନିମାପଡ଼ା ବ୍ଳକ ଓ ଗୋପ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ା ବିଜୁ ଜନତା ଦଳ ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକଙ୍କଠାରୁ ୪,୫୮୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟିକା : ପ୍ରଭାତୀ ପରିଡ଼ା (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ଭୋଟର ସଂଖ୍ୟା (୨୦୨୪): ୨,୪୪,୦୪୨
ଜିଲ୍ଲା: ପୁରୀ
ଲୋକସଭା ନିର୍ବାଚନମଣ୍ଡଳୀ: ଜଗତସିଂହପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସମୀର ରଞ୍ଜନ ଦାଶ ବିଜୁ ଜନତା ଦଳ ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ାଠାରୁ ୨୯,୬୩୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସମିର ରଞ୍ଜନ ଦାଶ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତ ପାତ୍ରଙ୍କଠାରୁ ୩୯,୧୫୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ନିମାପଡ଼ା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସମିର ରଞ୍ଜନ ଦାଶ ୮୦,୭୬୨ ୫୩.୫୦ -
କଂଗ୍ରେସ ସତ୍ୟବ୍ରତ ପାତ୍ର ୪୧,୬୦୮ ୨୭.୫୬ -
ଭାଜପା ଶଙ୍କର୍ଷଣ ପରିଡ଼ା ୧୯,୧୮୩ ୧୨.୭୧ -
ସ୍ୱାଧୀନ ପ୍ରଭାତି ପରିଡ଼ା ୬,୮୨୦ ୪.୫୨ -
ବସପା ସୁଧିର ମହାନ୍ତି ୧,୩୮୭ ୦.୯୨ -
ସମୃଦ୍ଧ ଓଡ଼ିଶା ସରସ୍ୱତୀ ନାୟକ ୬୮୫ ୦.୪୫ -
ସ୍ୱାଧୀନ ଡ. ଅକ୍ଷୟ କୁମାର ବାରିକ ୫୦୧ ୦.୩୩ -
ଭୋଟ ବ୍ୟବଧାନ ୩୯,୧୫୪ ୨୫.୯୪* -
ମତଦାନ ହାର ୧,୫୧,୦୦୪ ୭୦.୭୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]

କାକଟପୁର-ନିମାପଡ଼ା

ସମ୍ପାଦନା
  1. "Nimapara Assembly Election 2009, Orissa". empoweringindia.org. Archived from the original on 15 April 2014. Retrieved 19 June 2013. Constituency: Nimapara (106) District : Puri
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 39154
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 53-Nimapara Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ

ସମ୍ପାଦନା