ପାରଳାଖେମୁଣ୍ଡି
ଓଡିଶାର ଏକ ସହର, ଭାରତ
ପାରଳାଖେମୁଣ୍ଡି (ସଂକ୍ଷେପରେ ପାରଳା ଓ ଖେମୁଣ୍ଡି ନାମରେ ମଧ୍ୟ ପ୍ରସିଦ୍ଧ) ଓଡ଼ିଶାର ଗଜପତି ଜିଲ୍ଲାର ଏକ ସହର ଓ ମୁଖ୍ୟ ସଦର ମହକୁମା ଅଟେ। ଏହା ୧୮୮୫ ମସିହାରେ ଓଡ଼ିଶାରେ ପ୍ରଥମ ପୁରାତନ ପୌରପାଳିକା ମାନଙ୍କର ମଧ୍ୟରୁ ଅନ୍ୟତମ। ଏହି ସହରର ଅଧିକାଂଶ ଲୋକ ଓଡ଼ିଆ ଭାଷୀ ଓ ଏଠାରେ ସଉରା ଓ ତେଲୁଗୁ ଭାଷାରେ ବସବାସ କରୁଥିଲେ। ସହରଟି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମାରେ ଅବସ୍ଥିତ। ଆନ୍ଧ୍ରପ୍ରଦେଶର ଶ୍ରୀକ
ପାରଳାଖେମୁଣ୍ଡି | |
---|---|
ସହର | |
Coordinates: 18°48′N 84°12′E / 18.8°N 84.2°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଜପତି |
ସ୍ଥାପନା | ୧୮୮୫ |
Elevation | 145 m (476 ft) |
Population (2001) | |
• Total | ୪୨,୯୯୧ |
ଭାଷା | |
• ସରକାରୀ | ଓଡ଼ିଆ |
• ଆଞ୍ଚଳିକ | ଓଡ଼ିଆ, ତେଲୁଗୁ, ସଉରା ଓ ଇଂରାଜୀ |
Time zone | UTC+5:30 (IST) |
ପିନ କୋଡ଼ | ୭୬୧ ୨୦୦ |
ଟେଲିଫୋନ କୋଡ଼ | ୯୧-୬୮୧୫ |
ଯାନବାହାନ ପଞ୍ଚୀକରଣ | OD-20 |
Website | paralakhemundimunicipality |
ଭୂଗୋଳ
ସମ୍ପାଦନାଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାରଳାଖେମୁଣ୍ଡି ସହରର ମୋଟ ଜନସଂଖ୍ୟା ୪୨,୯୯୧ ।[୧] ସେଥି ମଧ୍ୟରୁ ୫୦.୫୯% ଜଣ ପରୁଷ ହୋଇଥିବା ବେଳେ ୪୯.୪୧% ଜଣ ନାରୀ । ପାରଳାଖେମୁଣ୍ଡିର ସାକ୍ଷରତା ହାର ୬୮.୭୩% । ଏହା ଜାତୀୟ ହାରଠାରୁ -୩.୮୯% ପ୍ରତିଶତ କମ । ସେଥିରୁ ୩୮.୭୬% ପ୍ରତିଶତ ପୁରୁଷ ଓ ୨୯.୯୭% ନାରୀ ଅଟନ୍ତି । ୧୦.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଇତିହାସ
ସମ୍ପାଦନାପର୍ଯ୍ୟଟନ
ସମ୍ପାଦନାଭାଷା
ସମ୍ପାଦନାଏଠାର ସରକାରୀ ଭାଷା ଓଡ଼ିଶାର ସରକାରୀ ଭାଷା ଓଡ଼ିଆ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |