ବିଜୁ ଜନତା ଦଳ

ଭାରତର ଏକ ରାଜନୈତିକ ଦଳ

ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ । ବର୍ତ୍ତମାନ ଓଡ଼ିଶା ବିଧାନ ସଭାରେ ଏହି ଦଳର ସର୍ବାଧିକ ବିଧାୟକ ଅଛନ୍ତି । ଏହି ଦଳ ୨୬ ଡିସେମ୍ବର ୧୯୯୭ରେ ଗଠନ କରାଯାଇଥିଲା ।

ବିଜୁ ଜନତା ଦଳ ଲୋଗୋ
ବିଜୁ ଜନତା ଦଳ
ଅଧକ୍ଷନବୀନ ପଟ୍ଟନାୟକ
ଗଠନ୨୬ ଡିସେମ୍ବର 1997
ମୁଖ୍ୟ କାର୍ଯ୍ୟାଳୟ6R/3,Unit-6, Forest Park, Bhubaneshwar
ବିଚାରଧାରାPopulism
Social Liberalism
Social Democratic
ରାଜନୈତିକ ଅବସ୍ଥାନCenter
ମେଣ୍ଟଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ ଡି ଏ)(୧୯୯୮–୨୦୦୯)
ସଂଯୁକ୍ତ ଜାତୀୟ ପ୍ରଗତିଶୀଳ ମେଣ୍ଟ (ତୃତୀୟ ସାମ୍ମୁଖ୍ୟ)(୨୦୦୯-ଏପର୍ଯ୍ୟନ୍ତ)
ଲୋକସଭାରେ ଆସନ ସଂଖ୍ୟା
୧୨ / ୫୪୫
ରାଜ୍ୟସଭାରେ ଆସନ ସଂଖ୍ୟା
୭ / ୨୪୫
ସଂସଦରେ ଆସନ ସଂଖ୍ୟା
୧୧୩ / ୧୪୭
ୱେବସାଇଟ
www.bjdodisha.org.in/

ଆଧାର

ବାହାର ଆଧାର