ବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ବୀରମହାରାଜପୁର (କ୍ରମିକ ସଂଖ୍ୟା: ୬୪) ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧]
ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୫,୯୫୨ |
ଜିଲ୍ଲା: | ସୁବର୍ଣ୍ଣପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବଲାଙ୍ଗୀର |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିନିକା (ବି), ବୀରମହାରାଜପୁର ବ୍ଳକ, ଉଲୁଣ୍ଡା ବ୍ଳକ ଓ ବିନକା ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପଦ୍ମନାଭ ବେହେରା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଆନନ୍ଦ ବାରିକଙ୍କଠାରୁ ୩୧୨୯୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପଦ୍ମନାଭ ବେହେରା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ରଙ୍କଠାରୁ ୨୧,୪୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ବୀରମହାରାଜପୁର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପଦ୍ମନାଭ ବେହେରା | ୬୧,୮୦୩ | ୪୮.୬୭ | - | |
କଂଗ୍ରେସ | ବିନୋଦ ପାତ୍ର | ୪୦,୪୦୨ | ୩୧.୮୨ | - | |
ଭାଜପା | ଦମୟନ୍ତୀ ବାରିକ | ୨୦,୦୭୫ | ୧୫.୮୧ | - | |
ବସପା | ବିରଞ୍ଚି ନାଗ | ୨,୧୪୯ | ୧.୬୯ | - | |
ଆରପିଆଇ (ଆ) | ବିମଳ ନାଏକ | ୧,୫୩୫ | ୧.୨୧ | - | |
ଇଣ୍ଡିଆନ ଜଷ୍ଟିସ ପାର୍ଟି | କରୁଣାକର ହରିପାଲ | ୧,୦୨୧ | ୦.୮୦ | - | |
ଭୋଟ ବ୍ୟବଧାନ | ୨୧,୪୦୧ | ୧୬.୮୫* | - | ||
ମତଦାନ ହାର | ୧,୨୭,୦୧୩ | ୭୨.୫୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୧ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ରଘୁନାଥ ଜଗଦଲ (ବିଜେପି)
- ୨୦୧୯: ପଦ୍ମନାଭ ବେହେରା (ବିଜଦ)
- ୨୦୧୪: ପଦ୍ମନାଭ ବେହେରା (ବିଜଦ)
- ୨୦୦୯: (୬୪): ପଦ୍ମନାଭ ବେହେରା (ବିଜଦ)
- ୨୦୦୪: (୧୧୪): ସଞ୍ଜିବ କୁମାର ସାହୁ (ବିଜଦ)
- ୨୦୦୩: (ଉପ): ସଞ୍ଜିବ କୁମାର ସାହୁ (ବିଜଦ)
- ୨୦୦୦: (୧୧୪): ବୈଷ୍ଣବ ପ୍ରଧାନ (ବିଜଦ)
- ୧୯୯୫: (୧୧୪): ରାମଚନ୍ଦ୍ର ପ୍ରଧାନ (କଂଗ୍ରେସ)
- ୧୯୯୦: (୧୧୪): ରବିନାରାୟଣ ପାଣିଗ୍ରାହୀ (ଜନତା ଦଳ)
- ୧୯୮୫: (୧୧୪): କାର୍ତ୍ତିକ ପ୍ରସାଦ ତରିଆ (କଂଗ୍ରେସ)
- ୧୯୮୦: (୧୧୪): ହୃଷିକେଶ ହୋତା (କଂଗ୍ରେସ-ଇ)
- ୧୯୭୭: (୧୧୪): ସୁରେନ୍ଦ୍ର ପ୍ରଧାନ (ଜନତା)
- ୧୯୭୪: (୧୧୪): ହୃଷିକେଶ ହୋତା (କଂଗ୍ରେସ)
- ୧୯୫୧: (୨୭): ଅଚ୍ୟୁତାନନ୍ଦ ମହାକୁଡ଼ (ଗଣ ପରିଷଦ)
ଆଧାର
ସମ୍ପାଦନା- ↑ "Birmaharajpur Assembly Election 2009, Orissa". empoweringindia.org. Archived from the original on 11 March 2014. Retrieved 10 June 2013.
{{cite web}}
: Unknown parameter|Constituency: Birmaharajpur (64) quote=
ignored (help) - ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
21401
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 114-Birmaharajpur Constituency of ORISSA". eci.nic.in. 2006. Retrieved 10 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf