ବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବୀରମହାରାଜପୁର (କ୍ରମିକ ସଂଖ୍ୟା: ୬୪) ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]

ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୫,୯୫୨
ଜିଲ୍ଲା: ସୁବର୍ଣ୍ଣପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବଲାଙ୍ଗୀର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିନିକା (ବି), ବୀରମହାରାଜପୁର ବ୍ଳକ, ଉଲୁଣ୍ଡା ବ୍ଳକ ଓ ବିନକା ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପଦ୍ମନାଭ ବେହେରା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଆନନ୍ଦ ବାରିକଙ୍କଠାରୁ ୩୧୨୯୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପଦ୍ମନାଭ ବେହେରା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ରଙ୍କଠାରୁ ୨୧,୪୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ବୀରମହାରାଜପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପଦ୍ମନାଭ ବେହେରା ୬୧,୮୦୩ ୪୮.୬୭ -
କଂଗ୍ରେସ ବିନୋଦ ପାତ୍ର ୪୦,୪୦୨ ୩୧.୮୨ -
ଭାଜପା ଦମୟନ୍ତୀ ବାରିକ ୨୦,୦୭୫ ୧୫.୮୧ -
ବସପା ବିରଞ୍ଚି ନାଗ ୨,୧୪୯ ୧.୬୯ -
ଆରପିଆଇ (ଆ) ବିମଳ ନାଏକ ୧,୫୩୫ ୧.୨୧ -
ଇଣ୍ଡିଆନ ଜଷ୍ଟିସ ପାର୍ଟି କରୁଣାକର ହରିପାଲ ୧,୦୨୧ ୦.୮୦ -
ଭୋଟ ବ୍ୟବଧାନ ୨୧,୪୦୧ ୧୬.୮୫* -
ମତଦାନ ହାର ୧,୨୭,୦୧୩ ୭୨.୫୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୧ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର ସମ୍ପାଦନା

  1. "Birmaharajpur Assembly Election 2009, Orissa". empoweringindia.org. Retrieved 10 June 2013. {{cite web}}: Unknown parameter |Constituency: Birmaharajpur (64) quote= ignored (help)
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 21401
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 114-Birmaharajpur Constituency of ORISSA". eci.nic.in. 2006. Retrieved 10 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf