ଜୟନ୍ତ କୁମାର ଷଡ଼ଙ୍ଗୀ

ଓଡ଼ିଆ ରାଜନୀତିଜ୍ଞ

ଜୟନ୍ତ କୁମାର ଷଡ଼ଙ୍ଗୀ (ଜନ୍ମ: ୧୪ ନଭେମ୍ବର ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜୟନ୍ତ କୁମାର ଷଡ଼ଙ୍ଗୀ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀମହେଶ୍ୱର ମହାନ୍ତି
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-11-14) ୧୪ ନଭେମ୍ବର ୧୯୬୪ (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଅରୁନ୍ଧତୀ ମିଶ୍ର
ବାପା/ବୋଉରାମ ଶଙ୍କର ଷଡ଼ଙ୍ଗୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଜୟନ୍ତ କୁମାର ଷଡ଼ଙ୍ଗୀ ୧୯୬୪ ମସିହାର ନଭେମ୍ବର ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମ ଶଙ୍କର ଷଡ଼ଙ୍ଗୀ ଓ ପତ୍ନୀଙ୍କ ନାମ ଅରୁନ୍ଧତୀ ମିଶ୍ର ।[୧]

ରାଜନୈତିକ ଜୀବନ ସମ୍ପାଦନା

ଜୟନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Jayanta Kumar Sarangi". odishaassembly.nic.in. Odisha Assembly. Retrieved 9 March 2021.

ବାହାର ଆଧାର ସମ୍ପାଦନା

  •   ଉଇକିମିଡ଼ିଆ କମନ୍ସରେ Jayanta Kumar Sarangi-ସମ୍ପର୍କିତ ମିଡ଼ିଆ