ସୁବାସ ଚନ୍ଦ୍ର ବେହେରା
ଓଡ଼ିଆ ରାଜନୀତିଜ୍ଞ
ସୁବାସ ଚନ୍ଦ୍ର ବେହେରା (ଜନ୍ମ: ୨୯ ଅପ୍ରେଲ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସୁବାସ ଚନ୍ଦ୍ର ବେହେରା | |
---|---|
![]() | |
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ପ୍ରିୟାଂଶୁ ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଛତ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୯ ଅପ୍ରେଲ ୧୯୭୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ରୀନା କୁମାରୀ ବେହେରା |
ବାପା/ବୋଉ | ଉପେନ୍ଦ୍ର ଭଞ୍ଜ ବେହେରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ ପରିବାର ଓ ଶିକ୍ଷା ସମ୍ପାଦନ କରନ୍ତୁ
ସୁବାସ ୧୯୭୧ ମସିହାର ଅପ୍ରେଲ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉପେନ୍ଦ୍ର ଭଞ୍ଜ ବେହେରା ଓ ପତ୍ନୀଙ୍କ ନାମ ରୀନା କୁମାରୀ ବେହେରା ।[୧]
ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ
ସୁବାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସୁବାସ ଗଞ୍ଜାମ ଜିଲ୍ଲା ପରିଷଦ ସଭ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୨]
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "Shri Subash Chandra Behera". odishaassembly.nic.in. Odisha Assembly. Retrieved 18 December 2020.
- ↑ "Chhatrapur MLA quits as Ganjam ZP chief". The Pioneer (in ଇଂରାଜୀ). 6 June 2019. Retrieved 18 December 2020.
ବାହାର ଆଧାର ସମ୍ପାଦନ କରନ୍ତୁ
- ଉଇକିମିଡ଼ିଆ କମନ୍ସରେ Subash Chandra Behera-ସମ୍ପର୍କିତ ମିଡ଼ିଆ