ଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଘସିପୁରା (କ୍ରମିକ ସଂଖ୍ୟା: ୨୧) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଘସିପୁରା ବ୍ଳକ, ଘଟଗାଁ ବ୍ଳକ ଓ ଆନନ୍ଦପୁର ବ୍ଳକର କିଛି ଅଂଶ ।[୨][୩]

ଘସିପୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୭,୮୫୮
ଜିଲ୍ଲା: କେନ୍ଦୁଝର
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସତ୍ୟବ୍ରତ ପଣ୍ଡାଙ୍କଠାରୁ ୮୮୬୦୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବଦ୍ରୀନାରାୟଣ ପାତ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କଠାରୁ ୨୫,୫୫୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଘସିପୁରା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବଦ୍ରୀନାରାୟଣ ପାତ୍ର ୭୭,୮୯୦ ୫୨.୮୫ -
କଂଗ୍ରେସ ନିରଞ୍ଜନ ପଟ୍ଟନାୟକ ୫୨,୩୩୬ ୩୫.୫୧ -
ଭାଜପା ସନ୍ତୋଷ କୁମାର ରାଉତ ୯,୬୮୯ ୬.୫୭ -
ସ୍ୱାଧୀନ ରବିନାରାୟଣ ହୋତା ୧,୭୦୬ ୧.୧୬ -
ସ୍ୱାଧୀନ ପ୍ରଦୀପ କୁମାର ପ୍ରଧାନ ୧,୫୩୭ ୧.୦୪ -
ବସପା କେଦାରନାଥ ଆରୁକ ୧,୨୬୦ ୦.୮୫ -
ସମୃଦ୍ଧ ଓଡ଼ିଶା କୁମୁଦିନୀ ପଟ୍ଟନାୟକ ୧,୧୩୭ ୦.୭୭ -
ରାଷ୍ଟ୍ରବାଦୀ ସେନା ମହାଦେବ ମହନ୍ତ ୭୦୨ ୦.୪୮ -
ସ୍ୱାଧୀନ ଅକ୍ଷୟ କୁମାର ଧୀର ୫୮୩ ୦.୪୦ -
ଆରପିଆଇ (ଆ) ବାପି ସିଂହ ୫୩୨ ୦.୩୬ -
ଭୋଟ ବ୍ୟବଧାନ ୨୫,୫୫୪ ୧୭.୩୪* -
ମତଦାନ ହାର ୧,୪୭,୪୧୧ ୭୮.୦୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ କେବଳ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।

  • ୨୦୦୯: (୨୧): ବଦ୍ରୀନାରାୟଣ ପାତ୍ର (ବିଜଦ)

ଆଧାର ସମ୍ପାଦନା

  1. "Ghasipura Assembly Election 2009, Orissa". empoweringindia.org. Retrieved 24 May 2013. Constituency: Ghasipura (21) District : Keonjhar
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf