ଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନମଣ୍ଡଳୀ

ଭଟଲୀ (କ୍ରମିକ ସଂଖ୍ୟା: ୫) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଟଲୀ ବ୍ଳକ, ସୋହେଲା ବ୍ଳକ ଓ ଅମ୍ବାଭୋନା ବ୍ଳକ ।[୧][୨]

ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୦୯):
ଜିଲ୍ଲା: ବରଗଡ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବରଗଡ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁଶାନ୍ତ ସିଂ ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ ମିଶ୍ରଙ୍କଠାରୁ ୩୭୫୮୧ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ।[୩]ଗତ ୨୦୦୯ ନିର୍ବାଚନରେ, ବିଜୁ ଜନତା ଦଳ ପ୍ରାର୍ଥୀ ସୁଶାନ୍ତ ସିଂହ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଦେବତାଙ୍କଠାରୁ ପ୍ରାୟ ୫,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ ସମ୍ପାଦନା

୨୦୦୯ ବିଧାନ ସଭା ନିର୍ବାଚନ, ଭଟଲୀ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସୁଶାନ୍ତ ସିଂହ ୬୦,୫୦୨ ୪୨.୫୮ -
କଂଗ୍ରେସ ପ୍ରକାଶ ଚନ୍ଦ୍ର ଦେବତା ୫୫,୭୨୫ ୩୯.୨୨ -
ଭାଜପା ବିମ୍ବାଧର କୁଅଁର ୧୭,୦୭୫ ୧୨.୦୨ -
ବସପା ରବି ଶଙ୍କର ପ୍ରଧାନ ୪,୪୮୮ ୩.୧୬ -
କୋଶଳ କ୍ରାନ୍ତି ଦଳ ବେଣୁଧର ମହାପାତ୍ର ୨,୭୩୪ ୧.୯୨ -
ଭାରତୀୟ ଜନ ଶକ୍ତି ଓମ ପ୍ରକାଶ ଅଗରୱାଲ ୧୫୬୩ ୧.୧୦ -
ଭୋଟ ବ୍ୟବଧାନ ୪,୭୭୧ ୩.୩୬* -
ମତଦାନ ହାର ୧,୪୨,୧୧୪ ୭୪.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ ସମ୍ପାଦନା

୧୯୫୭ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬]

ଆଧାର ସମ୍ପାଦନା

  1. Assembly ନିର୍ବାଚନ ମଣ୍ଡଳୀ and their EXtent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf